ETV Bharat / city

ଏଥର ନିଜ କଲେଜରେ ମହର୍ଷି ଡେୟାର ଡେଭିଲସ ଦେଖାଇଲା ଚିତାକର୍ଷକ ଶୋ

author img

By

Published : Aug 15, 2019, 5:03 PM IST

73 ତମ ସ୍ବାଧୀନତା ଦିବସରେ ମହର୍ଷି ଡେୟାର ଡେଭିଲସ ଟିମ ନିଜ କଲେଜରେ ଦେଖାଇଲେ ସାହାସିକାତାର ଶୋ । ଫଟା ପୋଷ୍ଟେର ନିକଲା ହିରୋ ଷ୍ଟାଇଲରେ ଭୂଇଁରୁ ଉଚ୍ଚତାରେ ଉଡାଇଥିଲେ ଗାଡି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: 73 ତମ ସ୍ବାଧୀନତା ଦିବସ ପାଇଁ ରାଜଧାନୀରେ ସ୍ଥାନ ସିନା ବଦଳି ଗଲା ହେଲେ ଆଜି ବି ନିଜର ସାହାସିକାତାର ଶୋ ନିଜ କଲେଜରେ ଦେଖାଇ ଥିଲେ ମହର୍ଷି ଡେୟାର ଡେଭିଲସ ଟିମ । କେତେ ବେଳେ ନିଜ ପେଟ ଉପରୁ ଓଜନିଆ ଦୁଇ ଚକିଆ ଯାନ ଚଲାଇଥିଲେ ତ ଆଉ କେତେବେଳେ ନିଆଁ ରିଙ୍ଗ ଭିତରୁ ମହର୍ଷି ଡେୟାର ଡେଭିଲସ ଟିମର ପୁଅ ଓ ଝିଅ ଗାଡି ଉପରେ ଉଡାଇବାର ଆଜି ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପକ୍ଷେ ଫଟା ପୋଷ୍ଟର ନିକଲା ହିରୋ ଷ୍ଟାଇଲରେ ଭୂଇଁରୁ ଉଚ୍ଚତାରେ ଗାଡି ଉଡାଇଥିଲେ ଏହି ଦଳ । ଏହି ଶୋକୁ ଦେଖିବା ପାଇଁ ଭୁବନେଶ୍ବରର ଅନେକ ଦର୍ଶକ ଆଜି ମହର୍ଷି କଲେଜରେ ପହଞ୍ଚି ଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ସ୍ବାଧୀନତା ଦିବସ ରେ ମହର୍ଷି ଡେୟାର ଡେଭିଲସ ଦେଖାଇଲା ନିଜର ସାହାସିକତା ର ଶୋBody:ସ୍ବାଧୀନତା ଦିବସ ରେ ମହର୍ଷି ଡେୟାର ଡେଭିଲସ ଦେଖାଇଲା ନିଜର ସାହାସିକତା ର ଶୋ
73 ତମ ସ୍ବାଧୀନତା ଦିବସ ପାଇଁ ରାଜଧାନୀ ରେ ସ୍ଥାନ ସିନା ବଦଳି ଗଲା ହେଲେ ଆଜି ବି ନିଜର ସାହାସିକାତା ର ଶୋ ନିଜର କଲେଜ ରେ ଦେଖାଇ ଥିଲେ ମହର୍ଷି ଡେୟାର ଡେଭିଲସ ଟିମ। କେତେ ବେଳେ ନିଜ ପେଟ ଉପରୁ ଓଜନିଆ ଦୁଇ ଚକିଆ ଯାନ ଚଲାଇଥିଲେ ତ ଆଉ କେତେବେଳେ ନିଆ ରିଙ୍ଗ ଭିତରୁ ମହର୍ଷି ଡେୟାର ଡେଭିଲସ ଟିମ ର ପୁଅ ଓ ଝିଅ ଗାଡି ଉପରେ ଉଡାଇବାର ଆଜି ଦେଖିବା କୁ ମିଳିଥିଲା। ଅନ୍ୟ ପଟେ ଫଟା ପୋଷ୍ଟେର ନିକଲା ହିରେ ଷ୍ଟାଇଲରେ ଭୂଇଁ ରୁ ଉଚ୍ଚା ରେ ଗାଡି ଉଡାଇଥିଲେ ଏହି ଦଳ। ଅନ୍ୟ ପଟେ ଆଜି ଏହି ଶେ କୁ ଦେଖିବା ପାଇଁ ଭୁବନେଶ୍ବର ଅନେକ ଦର୍ଶକ ଆଜି ମହର୍ଷି କଲେଜ ରେ ପହଞ୍ଚି ଥିଲେ।Conclusion:ସ୍ବାଧୀନତା ଦିବସ ରେ ମହର୍ଷି ଡେୟାର ଡେଭିଲସ ଦେଖାଇଲା ନିଜର ସାହାସିକତା ର ଶୋ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.