ETV Bharat / city

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

author img

By

Published : Feb 21, 2020, 9:59 PM IST

Updated : Feb 21, 2020, 10:42 PM IST

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ମନ୍ଦିର ନୀତି ଦ୍ବାରା ନିର୍ଦ୍ଧାରିତ ନିର୍ଦ୍ଧାରିତ ସମୟର 15 ମିନିଟ ପୂର୍ବରୁ ଉଠିଛି ମହାଦୀପ ।

Mahasivratri in lingraj temple
ଲିଙ୍ଗରାଜ ମନ୍ଦିରରୁ ଉଠିଲା ମହାଦୀପ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ମନ୍ଦିର ନୀତି ଦ୍ବାରା ନିର୍ଦ୍ଧାରିତ ସମୟର 15 ମିନିଟ ପୂର୍ବରୁ ଉଠିଛି ମହାଦୀପ । ମନ୍ଦିର ବେଢା ପରିକ୍ରମା କରାଯିବା ପରେ ମହାଦୀପ ଉଠିଥିଲା । ମହାଦୀପ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ଲିଙ୍ଗରାଜ ମନ୍ଦିରରୁ ଉଠିଲା ମହାଦୀପ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 21, 2020, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.