ETV Bharat / city

ପୁଣି ବଲାଙ୍ଗୀର ଜିଲ୍ଲା ଦେଖିବ କି ମରୁଡ଼ି!

author img

By

Published : Aug 1, 2019, 2:13 PM IST

ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ 30 ପ୍ରତିଶତ କମ ବର୍ଷା ହୋଇଥିବାବେଳେ ଏହା ମାତ୍ର ଆହୁରି 3 ପ୍ରତିଶତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ପୁଣି ବଲାଙ୍ଗୀର ଜିଲ୍ଲା ଦେଖିବ କି ମରୁଡ଼ି ! ସାରା ରାଜ୍ୟରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିବାବେଳେ ଏବେ ଚାଷୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟି ଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ମରୁଡିର ଆଶଙ୍କା ଦେଖାଦେଇଛି ।

ଜୁଲାଇ 29 ତାରିଖ ସୁଦ୍ଧା ବଲାଙ୍ଗୀର ଜିଲ୍ଲାରେ 30 ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ଏହାର ମାତ୍ର ଆହୁରି 3 ପ୍ରତିଶତ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏପଟେ ବଲାଙ୍ଗୀର ଜିଲ୍ଲାରେ ସ୍ବାଭାବିକ ଠାରୁ 33 ପ୍ରତିଶତ କମ୍ ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଠିକ ସେହିପରି ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଦେଓଗଡ଼, ଅନୁଗୋଳ ଆଦି ଜିଲ୍ଲାରେ ମଧ୍ୟ 30 ପ୍ରତିଶତ କମ ବର୍ଷା ହୋଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.