ETV Bharat / city

ରବିବାର ଠୁ ପ୍ରବଳ ବର୍ଷା ! - ଓଡିଶାର ଜଳବାୟୁ

ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳର ଥିବା ଲଘୁଚାପ ଘନୀଭୂତ ହୋଇ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରବିବାର ଠୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ..

କାଲିଠୁ ପ୍ରବଳ ବର୍ଷା !
କାଲିଠୁ ପ୍ରବଳ ବର୍ଷା !
author img

By

Published : Oct 10, 2020, 7:13 PM IST

ଭୁବନେଶ୍ବର: ଆସନ୍ତା 11 ରୁ 14 ପ୍ରବଳ ବର୍ଷା ହେବ । ଗତ କାଲିର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳର ଥିବା ଲଘୁଚାପ ଘନୀଭୂତ ହୋଇ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ସହିତ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି |

କାଲିଠୁ ପ୍ରବଳ ବର୍ଷା !
କାଲିଠୁ ପ୍ରବଳ ବର୍ଷା !

ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସକାଳ ସମୟରେ ଉତ୍ତର- ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ରବିବାର ଅକ୍ଟୋବର ୧୧ ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କାଲିଠୁ ପ୍ରବଳ ବର୍ଷା !
କାଲିଠୁ ପ୍ରବଳ ବର୍ଷା !

ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ୧୨ ତାରିଖ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଘଣ୍ଟା ପ୍ରତି 45 ରୁ 55 କିମି ବେଗରେ ପବନ ବହିବ । ଏଣୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।14 ତାରିଖରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି।ଗତ ୨୪ ଘଣ୍ଟା ଭିତରେ ଭୋଗରାଇରେ ସର୍ବାଧିକ ୩୫.୨ ମିମି ବର୍ଷା ରେକର୍ଡ କରାଯାଇଛି।

କାଲିଠୁ ପ୍ରବଳ ବର୍ଷା !
କାଲିଠୁ ପ୍ରବଳ ବର୍ଷା !
କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.