ETV Bharat / city

ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିଲା ABVP

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ର ଜନଜାତି ଗୌରବ ଦିବସ ପାଳନ ।

author img

By

Published : Nov 15, 2021, 4:41 PM IST

ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ
ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ

ଭୁବନେଶ୍ବର: ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ର ଜନଜାତି ଗୌରବ ଦିବସ ପାଳନ ।

ଏହି ଅବସରରେ ପାରମ୍ପରିକ ବେଶ ଭୂଷା ସହ ଢୋଲ ମାଦଳ ବାଜା ବଜାଇ ଜନଜାତି ପରମ୍ପରାର ବଜାୟ ରଖିବାକୁ ଉଦ୍ୟମ କରିଥିଲା ଏବିଭିପି ଛାତ୍ର ସଂଗଠନ । ଏହି କାର୍ଯ୍ୟକ୍ରମରେ ଅନେକ ଜନଜାତିର ଲୋକେ ସାମିଲ ହୋଇଥିଲେ ।

ABVP ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ

ଆଧୁନିକତାର ଛାପରେ କିଭଳି ଜନଜାତି ବିଲୁପ୍ତ ନ ହେବ ଓ ଏହାର କଳା, ସଂସ୍କୃତି ପରମ୍ପରା ସୁରକ୍ଷିତ ସର୍ବଦା ହୋଇପାରିବ ସେହି ବାର୍ତ୍ତାକୁ ନେଇ ଗୁରୁଦ୍ବାରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରାଯାଇଥିଲା । ଯୁବପିଢିଙ୍କ ଭିତରେ ଏକ ଜନଜାଗରଣ ସୃଷ୍ଟି କରିବା ସହ ଜନଜାତିର ସୁରକ୍ଷା ପ୍ରତି ଆଗକୁ ବଢିବାରେ ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ଜନଜାତି ଗୌରବ ଦିବସ ପାଳନ କରାଯାଇଥାଏ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.