ETV Bharat / city

ଅପରାଧୀଙ୍କ ପ୍ଲାନ ଫେଲ, ପୋଲିସ ଏସକର୍ଟକୁ ଆକ୍ରମଣ ଯୋଜନା ବେଳେ 5 ଗିରଫ

କମିଶନରେଟ ପୋଲିସକୁ ବଡ ସଫଳତା । 5 ସିରିଜ ଲୁଟେରା ଗିରଫ । ପୋଲିସକୁ ଆକ୍ରମଣ କରି ସହଯୋଗୀଙ୍କୁ ଖସାଇ ନେବାକୁ କରିଥିଲେ ଯୋଜନା ।

ଅପରାଧୀଙ୍କ ପ୍ଲାନ ଫେଲ
author img

By

Published : Nov 20, 2019, 8:38 PM IST

Updated : Nov 20, 2019, 8:47 PM IST

ଭୁବନେଶ୍ବର: ପୋଲିସ କବଜାରୁ ଅପରାଧୀଙ୍କୁ ଖସାଇ ନେବାକୁ ହୋଇଥିଲା ଯୋଜନାବଦ୍ଧ ଷଡଯନ୍ତ୍ର । ପୋଲିସ ଏସକର୍ଟକୁ ଆକ୍ରମଣ କରି ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓକୁ ଖସାଇ ନେବାକୁ ଷଡଯନ୍ତ୍ର କରିଥିଲେ ସହଯୋଗୀ । ଯାହାକୁ ପଣ୍ଡ କରିଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏମିତି ଫିଲ୍ମ ଷ୍ଟାଇଲରେ ଯୋଜନା କରିଥିଲେ ଅପରାଧୀ । ଘଟଣା ଅନୁସାରେ ଜେଲରେ ଥିବା ଦୁର୍ଦ୍ଦାନ୍ତ ରବି ରାଓ 19 ତାରିଖରେ କୋର୍ଟରେ ହାଜର ହେବାର ଥିଲା । ଅଭିଯୁକ୍ତକୁ କୋର୍ଟରେ ହାଜର ପାଇଁ ପୋଲିସ ଏସକର୍ଟ କରି ନେବାବେଳେ ଅପରାଧୀମାନେ ପୋଲିସ ଏସକର୍ଟ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଖସାଇ ନେବାକୁ ଯୋଜନା କରିଥିଲେ । ଏଥିସହ ସ୍ପିଡ୍ ବାଇକରେ ଖସି ପଳାଇବାକୁ ଯୋଜନା ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସମସ୍ତ ଯୋଜନାକାରୀ 5 ଅପରାଧୀଙ୍କୁ ଚଢାଉ କରି ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ 5 ରାଉଣ୍ଡ ଗୁଳି, 4ଟି କଟୁରୀଓ 2ଟି ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଏସକେ ଅମିନ, ରଘୁ ବିଶ୍ବାଳ, ଶିବା, ମୋତିବାଲାଓ ସାନୁ । ଏମାନେ ସମସ୍ତେ ଚନ୍ଦ୍ରଶେଖରପୁର ଓ ଚନ୍ଦକା ଅଞ୍ଚଳରେ ସିରିଜ ଲୁଟ କରୁଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ପୋଲିସ ଏସକର୍ଟରୁ ଅପରାଧି ଖସାଇନେବା ପ୍ଲାନ,ଭଣ୍ଡୁର କଲା ସ୍ପେଶାଲ ସ୍କ୍ବାର୍ଡBody:

ଫିଲ୍ମ ଷ୍ଟାଇଲରେ ଅପରାଧିଙ୍କ ଗେମ ପ୍ଲାନ
ଜେଲରୁ ଅଭିଯୁକ୍ତକୁ ଖସାଇବାକୁ ଯୋଜନା
ପୋଲିସ ଏସକର୍ଟକୁ ଆକ୍ରମଣ କରି ମୋଷ୍ଟୱାଣ୍ଟେଡ ରବି ରାଓକୁ ମୁକାଳିବା ଯୋଜନା।ଏମିତି ଢଙ୍ଗରେ ଚଳାଇଥିବା
ଯୋଜନା ଭଣ୍ଡୁର କରିଛି ସ୍ପେଶାଲ ସ୍କ୍ବାର୍ଡ।
ଯୋଜନା କରୁଥିବା ୫ ଅପରାଧିକୁ ଗିରଫ କରିଛି କମିସନରେଟ ପୋଲିସ।ସେମାନଙ୍କ ଠାରୁ ୧ଟିଏ ଦେଶି ବନ୍ଧୁକ ସହ ୫ରାଉଣ୍ଡ ଗୁଳି ଓ ଟଏଗନ ସହ ୪ଟି କଟୁରି ଓ ଦୁଇଟି ବାଇକ ଜବତ କରିଛି ପୋଲିସ।

ସୁଚନା ମୁତାବକ ଗତ ୧୯ ତାରିଖରେ ରବି ରାଓ କୋର୍ଟରେ ହାଜର ହେବାର ଥିଲା।ଯାହାକୁ ନେଇ ଜେଲରୁ ପୋଲିସ ଏସକର୍ଟରେ ନେବା ବେଳେ ପୋଲିସ ଉପରକୁ ଆକ୍ରମଣ କରି ରବିକୁ ନେବାକୁ ଯୋଜନା କରିଥିଲେ।ସ୍ପିଡ ବାଇକରେ ଫେରାର ପାଇ ପ୍ଲାନ କରିଥିଲେ।ହେଲେ ପ୍ଲାନ ପୁର୍ବରୁ ଏସ କେ ଅମିନ,ରଘୁ ବିଶ୍ବାଳ,ଶିବା,ମୋତିବାଲା,ସାନୁ ଗିରଫ କରିଥିଲା।ଗିରଫ ପରେ ଜଣାପଡିଥିଲା ଯେ ଏମାନେ ଚନ୍ଦ୍ରଶେଖରପୁର ଓ ଚନ୍ଦକା ଅଂଚଳରେ ସିରିଜ ଲୁଟରେ ସାମିଲ ଥିଲେ।ଯେକି କୋର୍ଡ ୱାର୍ଡ ଗୁମ୍ଫାକୁ ଆ କହି ଏକାଠି ହେଉଥିଲେ ।ଏକତ୍ରିତ ହୋଇ ପ୍ଲାନ ପ୍ରସ୍ତୁତ କରିଥିଲେ।Conclusion:ବାଇକ-ଅନୁପ ସାହୁ ଡିସିପି ଭୁବନେଶ୍ବର
Last Updated : Nov 20, 2019, 8:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.