ETV Bharat / city

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଧୁକ ମୁନରେ ବହି ଦୋକାନରୁ ଲୁଟ - ହରେକୃଷ୍ଣ ବହି ଦୋକାନ

ଖଣ୍ଡଗିରି ଥାନା ଅନ୍ତର୍ଗତ ହରେକୃଷ୍ଣ ବହି ଦୋକାନରୁ ଲୁଟ । ମାଲିକ ନଥିବା ବେଳେ କର୍ମାଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଲୁଟ ଅଭିଯୋଗ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 28, 2019, 3:14 PM IST

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁଣି ଗନ୍ ଦେଖାଇ ଲୁଟେରାଙ୍କ ଲୁଟ । କାମ କରୁନି କମିଶନରେଟ୍‌ ପୋଲିସ ମାୟ ଜାଲ । ଖଣ୍ଡଗିରି ଥାନା ଅନ୍ତର୍ଗତ ହରେକୃଷ୍ଣ ବହି ଦୋକାନରୁ ଲୁଟ । ମାଲିକ ନଥିବା ବେଳେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଲୁଟ ଅଭିଯୋଗ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଲା ଘଟଣାକୁ 5 ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀକୁ ଧରି ପାରୁନି କମିଶନରେଟ ପୋଲିସ । ତେବେ ଘଟଣା ସ୍ଥଳରୁ ଏକ ମୋବାଇଲ ଫୋନ୍ ଓ ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ରାଜଧାନୀରେ ଚାଞ୍ଚଲ୍ୟ, ଗନ୍ ଦେଖାଇ ଲୁଟ।

ପୁଣି ଥରେ ରାଜଧାନୀରେ ସକ୍ରିୟ ଅପରାଧୀ। ଅପରାଧୀଙ୍କୁ ଦମନ କରିବାରେ ପୋଲିସ ଯେତେ ଜାଲ ବିଛାଉଛି କିଛି କାମ କରୁନି ପୋଲିସ ର ଚାଲ। ଜଣେ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୋକାନ ରୁ ଲୁଟ କରି ଫେରାର ହୋଇଯାଇଛି।
Body:
ଦିନ କୁ ଦିନ ବଢ଼ିବାରେ ଲାଗିଛି ରାଜଧାନୀ ରେ ଅପରାଧ। ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ପ୍ରକାରର କାର୍ଯ୍ୟ ପନ୍ଥା ଗ୍ରହଣ କରୁଛି। ଫଳସୁରୁପ୍ ଅପରାଧୀଙ୍କ ପାଖ ରେ ପହଞ୍ଚି ପାରୁନି କମିଶନରେଟ୍ ପୋଲିସ।
ତେବେ ଘଟଣାଟି ଘଟିଛି ତମାଣ୍ଡ ଥାନା ଅଧୀନରେ ଥିବା ହରେକୃଷ୍ଣ ବହି ଦୋକାନ ରୁ ଘଟିଛି ଘଟଣା। ଦୋକାନ ରେ ମାଲିକ ନଥିବା ବେଳେ କାମ କରୁଥିବା କର୍ମଚାରୀଙ୍କ ମୁଣ୍ଡରେ ଜଣେ ସମ୍ରାନ୍ତ୍ ଯୁବକ ରହିଥିବା ଜଣା ପଡ଼ିଛ। ଏହି ଘଟଣା ସମ୍ପୂର୍ଣ୍ଣ ରୂପେ ସିସିଟିଭି କ୍ୟାମେରା ଫୁଟେଜ ରେ କଏଦ ହୋଇଛି।ଏହି ଘଟଣା ରେ ତିନି ଜଣ ଯୁବକ ଆସିଥିବା ବେଳେ ଏହି ଘଟଣା ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡ଼ିଛି। ତେବେ ଘଟଣା ସ୍ଥଳରୁ ଏକ ମୋବାଇଲ ଫୋନ୍ ଓ ଟଙ୍କା ନେଇଥିବା ଜଣାପଡିଛି। ତେବେ ଦୋକାନୀ ଏନେଇ ତାମାଣ୍ଡ ଥାନା ରେ ଅଭିଯୋଗ କରିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.