ETV Bharat / city

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ବ୍ୟକ୍ତିଗତ ଭାବେ ହାଜିରା ପାଇଁ ଲୋକାୟୁକ୍ତଙ୍କ ନୋଟିସ - lokayukta send notice to IAS officer

ଆଇଏଏସ୍ ଅଫିସର ତଥା ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । 21 ତାରିଖରେ ବ୍ୟକ୍ତିଗତ ଭାବେ ହାଜିରା ପାଇଁ ଲୋକାୟୁକ୍ତଙ୍କ ନୋଟିସ ।

ଫାଇଲ ଫଟୋ
author img

By

Published : Nov 11, 2019, 12:53 PM IST

Updated : Nov 11, 2019, 1:00 PM IST

ଭୁବନେଶ୍ବର: ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ । ବ୍ୟକ୍ତିଗତ ଭାବେ ହାଜିରା ହେବାକୁ ନିର୍ଦ୍ଦେଶ । 21 ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସରେ ଦର୍ଶାଇଛନ୍ତି ଲୋକାୟୁକ୍ତ ।

ସୂଚନା ଅନୁସାରେ, ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତ ପୂର୍ବରୁ ନୋଟିସ କରିଥିଲେ । ବିଷ୍ଣୁପଦ ସେଠୀ 2013ରୁ 2016 ମସିହା ଭିତରେ ରାଜ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜମେଣ୍ଟ ଇନ୍ଚାର୍ଜ ଥିବାବେଳେ ପ୍ରାୟ 4 ଲକ୍ଷ 28 ହଜାର ଟଙ୍କା ବେଆଇନ ଭାବେ ଗ୍ରହଣ କରିଥିବା ଅଭିଯୋଗ ଆସିଛି । ନାବାର୍ଡ ଇନ୍ସପେକ୍ସନ ରିପୋର୍ଟ ମଧ୍ୟ ଏହାକୁ ଧରିଛି ।

ଏନେଇ ନବଗଠିତ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ଆସିବା ପରେ ବର୍ତମାନର ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଅଗଷ୍ଟ 19 ତାରିଖରେ ଉତ୍ତର ଦେବାକୁ ନୋଟିସ୍ କରିଥିଲେ ଲୋକାୟୁକ୍ତ । ତେବେ ଉତ୍ତର ସନ୍ତୋଷଜନକ ନଥିବାରୁ ବ୍ୟକ୍ତିଗତ ଭାବେ ତାଙ୍କୁ ହାଜର ହେବାକୁ ନୋଟିସ ଦିଆଯାଇଛି । ସୂଚନାଥାଉକି, ସେ ଏବେ ଶକ୍ତି ସଚିବ ଅଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଆଇଏସ ବିଷ୍ଣୁ ପଦ ସେଠୀ ଙ୍କୁ ଲୋକାୟୁକ୍ତ ଙ୍କ ନୋଟିସ ।
ବ୍ୟକ୍ତିଗତ ଭାବେ ହାଜିରା ହେବାକୁ ନୋଟିସ ଜାରକରିଛି ଲୋକାୟୁକ୍ତ । ୧୫ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ ରେ ଦର୍ଶାଯାଇଛି ।ସୂଚନା ଅନୁସାରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ଆଇଏଏସ୍ ଅଫିସର ବିଷ୍ଣୁ ସେଠୀଙ୍କୁ ଲୋକାୟୁକ୍ତ ପୂର୍ବରୁ ନୋଟିସ କରିଥିଲେ । ସୂଚନାଯୋଗ୍ୟ ଯେ
Body:ବିଷ୍ଣୁ ସେଠୀ ୨୦୧୩ରୁ ୧୬ ମସିହା ଭିତରେ ରାଜ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜମେଂଟ୍ ଇନ୍ଚାର୍ଜ ଥିବା ବେଳେ ପ୍ରାୟ ୪ ଲକ୍ଷ ୨୮ ହଜାର ଟଙ୍କା ବେଆଇନ ଭାବେ ଗ୍ରହଣ କରିଥିବା ଅଭିଯୋଗ ଆସିଛି । ନାବାର୍ଡ ଇନ୍ସପେକ୍ସନ ରିପୋର୍ଟ ମଧ୍ୟ ଏହାକୁ ଧରିଛି । Conclusion:ଏ ନେଇ ନବଗଠିତ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ଆସିବା ପରେ ବର୍ତମାନର ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଅଗଷ୍ଟ ୧୯ ତାରିଖରେ ଉତ୍ତର ଦେବାକୁ ନୋଟିସ୍ କରିଥିଲେ ଲୋକାୟୁକ୍ତ ।ଉତ୍ତର ସନ୍ତୋଷ ଜନକ ନଥିବାରୁ ବ୍ୟକ୍ତି ଗତ ଭାବେ ହାଜର ହେବାକୁ ଦିଆଯାଇଛି ନୋଟିସ ।

Last Updated : Nov 11, 2019, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.