ETV Bharat / city

ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ପୂର୍ଣ୍ଣଛେଦ

author img

By

Published : Mar 26, 2021, 2:43 PM IST

ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଲୋକାୟୁକ୍ତ। ଶୁଣାଣିର ଅର୍ଡର ତର୍ଜମା ପରେ ଉଚ୍ଚ ନ୍ୟାୟାଳୟକୁ ଯାଇ ଆଇନ ଲଢେଇ ଲଢ଼ିବେ ଅଭିଯୋଗକାରୀ। ଅଧିକ ପଢନ୍ତୁ...

ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ପୂର୍ଣ୍ଣଛେଦ
ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ପୂର୍ଣ୍ଣଛେଦ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଟ କିଣା ମାମଲା। ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଲୋକାୟୁକ୍ତ। ଶୁଣାଣିର ଅର୍ଡର ତର୍ଜମା ପରେ ଉଚ୍ଚ ନ୍ୟାୟାଳୟକୁ ଯାଇ ଆଇନ ଲଢେଇ ଲଢ଼ିବେ ଅଭିଯୋଗକାରୀ।

ଆଜି(ଶୁକ୍ରବାର) ତିନି ଜଣିଆ ବେଞ୍ଚ ମାସ୍କ ଓ ପିପିଇ କିଟ କିଣା ମାମଲାରେ ଶୁଣାଣି କରିଛନ୍ତି। ଭିଜିଲାନ୍ସ ରିପୋର୍ଟ ଆଧାରରେ ଦୁର୍ନୀତି ହୋଇ ନଥିବା କହିଲେ ଲୋକାୟୁକ୍ତ। ସେପଟେ ଲୋକାୟୁକ୍ତଙ୍କ ରାୟକୁ ଏକ ପାଖିଆ ବୋଲି କହିଛନ୍ତି ଅଭିଯୋଗକାରୀ। ଭିଜିଲାନ୍ସ ରିପୋର୍ଟ ତର୍ଜମା ପାଇଁ ଦେଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ। ଏହି ମାମଲାରେ ନେଇ ହାଇକୋର୍ଟ ଯିବେ ବୋଲି କହିଛନ୍ତି ଅଭିଯୋଗକାରୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.