ETV Bharat / city

ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ

author img

By

Published : May 18, 2021, 1:55 PM IST

Updated : May 18, 2021, 5:46 PM IST

ଜୁନ ପହିଲା ଯାଏଁ ବଢିଲା ଲକଡାଉନ
ଜୁନ ପହିଲା ଯାଏଁ ବଢିଲା ଲକଡାଉନ

17:44 May 18

ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ

ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ

17:44 May 18

ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11ଟା କଟକଣା କୋହଳ

  • କୋଭିଡ ସଂକ୍ରମଣ ସମ୍ଭାବନା ହ୍ରାସ ସହ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଲକଡାଉନ ଅବଧି ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ କଟକଣାମୁକ୍ତ ରଖାଯାଇଥିବାବେଳେ ଲକଡାଉନ ସମୟରେ ଅତ୍ୟାବଶୀକୀୟ ସାମଗ୍ରୀ କ୍ରୟ ପାଇଁ ସକାଳ ୭ଟାରୁ ୧୧ଟା ସମୟ ଧାର୍ଯ୍ୟ ହୋଇଛି। pic.twitter.com/7BNfIf8wNE

    — CMO Odisha (@CMO_Odisha) May 18, 2021 " class="align-text-top noRightClick twitterSection" data=" ">

17:43 May 18

17:39 May 18

13:52 May 18

ଜୁନ ୧ ଯାଏଁ ଓଡିଶା ଲକଡାଉନ, ସକାଳ 7ରୁ 11 ଟା କଟକଣା କୋହଳ

ଜୁନ ପହିଲା ଯାଏଁ ବଢିଲା ଲକଡାଉନ

ଭୁବନେଶ୍ବର: ବଢିଲା ଲକଡାଉନ ଅବଧି । ଜୁନ 1 ତାରିଖ ସକାଳ 5ଟା ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । 

ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କୋଭିଡ ସଂକ୍ରମଣ । ସଂକ୍ରମିତଙ୍କ ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡ଼ାଉନ ବୃଦ୍ଧି କରିଛନ୍ତି । ଜୁନ ପହିଲା ସକାଳ 5ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଲକଡ଼ାଉନ କଟକଣା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଲକଡାଉନ ଅବଧି ବୃଦ୍ଧି ସହ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡ ଲାଇନ ଅନୁସାରେ, ଏଣିକି ଦୈନିକ ୬ ଘଣ୍ଟା ବଦଳରେ କୋହଳ ସମୟ ୪ ଘଣ୍ଟାକୁ ଖସାଇ ଦିଆଯାଇଛି । ଘର ଠାରୁ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ 7ଟାରୁ 11 ଟା ମଧ୍ୟରେ ଚାଲି ଚାଲି ପନିପରିବା ଆଦି ନିତ୍ୟବ୍ୟବହାର୍ଯ୍ୟ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରି ପାରିବେ ଲୋକେ ।  ତେବେ  ପ୍ରଥମ ପର୍ଯ୍ୟାୟରେ ଏହି ଅବଧି ସକାଳ 6 ଟାରୁ 12 ଟା ଘୋଷଣା କରାଯାଇଥିଲା ।  

ନଜର ପକାନ୍ତୁ ଲକଡାଉନରେ କ’ଣ କରିବାକୁ ଅନୁମତି ଆଉ କଣ ମନା ..  

ଅନୁମତି :-

  • ଲକ୍‌ଡାଉନ୍‌ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି
  • ହସ୍ପିଟାଲ, ନର୍ସିଂହୋମ୍, ଔଷଧ ଦୋକାନ ଖୋଲା ରହିବ
  • ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ
  • ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ
  • ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ
  • ଫ୍ଲିପ୍‌କାର୍ଟ, ଆମଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଅନୁମତି
  • ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ଓ୍ବେବ ମିଡିଆକୁ ଅନୁମତି
  • ପେଟ୍ରୋଲ ପମ୍ପ୍, ରନ୍ଧନ ଗ୍ୟାସ୍‌ ଯୋଗାଣକୁ ଅନୁମତି

ଅନୁମତି ନାହିଁ

  • ଲକ୍‌ଡାଉନ୍ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ଚାଲିବନି
  • କେବଳ ମେଡିକାଲ ଓ ଜରୁରୀକାଳୀନ ସେବା କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା
  • ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ
  • ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ
  • ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ
  • ସିନେମା ହଲ୍, ମଲ୍‌ ମାର୍କେଟ କଂପ୍ଲେକ୍ସ, ଜିମ୍‌ ବନ୍ଦ ରହିବ
  • ଯାତ୍ରା, ଅପେରା, ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
  • ସେଲୁନ୍‌, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
  • ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ ହୋଇ ପାରିବ
  • ବିବାହରେ ୨୫ ଓ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି
  • ପୂର୍ବରୁ ବିବାହ କାର୍ଯ୍ୟ ଲାଗି 50 ଜଣଙ୍କୁ ଅନୁମତି ଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଏହି ସଂଖ୍ୟା 25 ହୋଇଛି
  • କୌଣସି କାର୍ଯ୍ୟରେ ଭୋଜି ଭାତ ମନା
  • ସାପ୍ତାହିକ ଏବଂ ଦୈନିକ ହାଟ ବନ୍ଦ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 18, 2021, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.