ETV Bharat / city

ଆଚରଣବିଧି ଉଲଂଘନ କରୁଛନ୍ତି ବିଜେପି ପ୍ରାର୍ଥୀ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ - ବିଜେପି ପ୍ରାର୍ଥୀଙ୍କ ନାଁରେ ଆଚରଣବିଧି ଉଲଂଘନ ଅଭିଯୋଗ

ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛନ୍ତି ବିଜେପି ପ୍ରାର୍ଥୀ । 45 ନମ୍ବର ୱାର୍ଡ ବିଜେପି କର୍ପୋରେଟର ପ୍ରାର୍ଥୀ ଜ୍ୟୋତି ରେଖା ନାୟକଙ୍କ ବିରୋଧରେ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ

ବିଜେପି ପ୍ରାର୍ଥୀଙ୍କ ନାଁରେ ଆଚରଣବିଧି ଉଲଂଘନ ଅଭିଯୋଗ: SECଙ୍କ ନିର୍ବାଚନ ଆୟୋଗ ନିକଟରେ ଫେରାଦ ହେଲେ ସ୍ଥାନୀୟ ଲୋକେ

author img

By

Published : Mar 17, 2022, 8:56 PM IST

Updated : Mar 17, 2022, 9:10 PM IST

ଭୁବନେଶ୍ବର : ଅଡୁଆରେ ଭୁବନେଶ୍ୱର ବିଜେପି । 45 ନମ୍ବର ୱାର୍ଡ ବିଜେପି କର୍ପୋରେଟର ପ୍ରାର୍ଥୀ ଜ୍ୟୋତି ରେଖା ନାୟକଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗ । ଅଭିଯୋଗ ଆଣି ନିର୍ବାଚନ ଆୟୋଗ ନିକଟରେ ଫେରାଦ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଆଚରଣବିଧି ଉଲଂଘନ କରୁଛନ୍ତି ବିଜେପି ପ୍ରାର୍ଥୀ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ଏହାବି ପଢନ୍ତୁ : ନବୀନ ନିବାସରେ କମେଡି କିଙ୍ଗ କପିଲ ଶର୍ମା

ବିନା ପ୍ରମାଣରେ ପ୍ରଚାର ଗାଡ଼ି ଦ୍ୱାରା ବିଜେଡି ପ୍ରାର୍ଥୀ ଅମରେଶ ଜେନାଙ୍କୁ ଆକ୍ଷେପ କରୁଛି ବିଜେପି । ପ୍ରଚାର ଗୀତରେ ଅମରେଶଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ହେଉଥିବା ଅଭିଯୋଗ ହୋଇଛି । ଆଚରଣ ବିଧି ଚାପ୍ଟର 2ର ପଏଣ୍ଟ 4 ଓ 5 ଉଲଂଘନ ହୋଉଛି ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି ବାସିନ୍ଦା । ଅଭିଯୋଗ ମିଳିବା ପରେ ଭୁବନେଶ୍ୱର ଡିସିପିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 17, 2022, 9:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.