ETV Bharat / city

ଦୁଇ ଦିନ ଭିତରେ ପ୍ରକାଶ ପାଇବ ବିଜେଡ଼ି କର୍ପୋରେଟର ପ୍ରାର୍ଥୀ ତାଲିକା - ପୌର ନିର୍ବାଚନ 2022

ପୌର ନିର୍ବାଚନ ନେଇ ଆରମ୍ଭ ହୋଇ ସାରିଛି ପ୍ରକ୍ରିୟା । ଆଜିଠାରୁ ନାମାଙ୍କନ ଭରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜୁ ଜନତା ଦଳ । ଅଧିକ ପଢନ୍ତୁ

ଦୁଇ ଦିନ ଭିତରେ ପ୍ରକାଶ ପାଇବ ବିଜେଡ଼ି କର୍ପୋରେଟର ପ୍ରାର୍ଥୀ ତାଲିକା

author img

By

Published : Mar 2, 2022, 10:56 PM IST

ଭୁବନେଶ୍ବର : ପୌର ନିର୍ବାଚନ ନେଇ ଆରମ୍ଭ ହୋଇ ସାରିଛି ପ୍ରକ୍ରିୟା । ଆଜିଠାରୁ ନାମାଙ୍କନ ଭରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି ।

ଦୁଇ ଦିନ ଭିତରେ ପ୍ରକାଶ ପାଇବ ବିଜେଡ଼ି କର୍ପୋରେଟର ପ୍ରାର୍ଥୀ ତାଲିକା

ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜୁ ଜନତା ଦଳ । ଏ ନେଇ ଦଳ ମଧ୍ୟରେ ଜୋରଦାର ବିଚାର ବିମର୍ଶ ଚାଲିଛି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହଛନ୍ତି ଯେ, ଠିକ ସମୟରେ ପ୍ରକାଶ ପାଇବ ବିଜେଡିର କର୍ପୋରେଟର ପ୍ରାର୍ଥୀ ତାଲିକା ।

ଏହାବି ପଢନ୍ତୁ : Municipal Election: ପୌର ନିର୍ବାଚନ ହୋଇଛି ସ୍ବତନ୍ତ୍ର ଷ୍ଟ୍ରାଟେଜି କହିଲେ ବରଗଡ ସାଂସଦ

ଏହାସହ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ବିଜେଡି ସଭାପତି । ଦଳ ମେୟର ପଦ ଦଖଲ କରିବା ଲାଗି ଦଳ ଏକଜୁଟ ହୋଇ ନିର୍ବାଚନକୁ ଓହ୍ଲାଇବ । ନାମାଙ୍କନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 7 ତାରିଖ ଯାଏଁ ଚାଲିବ । ବହୁ ଉଚ୍ଚ ଶିକ୍ଷିତ ବିଜେଡି ଟିକେଟ ଲାଗି ଆଶାୟୀ ଅଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.