ETV Bharat / city

ଏଣିକି କାଉଣ୍ଟରରେ ମଦ ବିକ୍ରି, ମାସ୍କ ନଥିଲେ ମିଳିବନି - ମାସ୍କ ପିନ୍ଧିବା ବାଧ୍ୟତା ମୂଳକ

ଏଣିକି କାଉଣ୍ଟରରେ ମିଳିବ ମଦ । ପୂର୍ବରୁ କେବଳ ଅନଲାଇନ ମଦବିକ୍ରି ପାଇଁ ଅନୁମତି ଥିବାବେଳେ, ଏବେ କାଉଣ୍ଟରରେ ଅଫଲାଇନ୍ ବ୍ରିକିକୁ ମିଳିଛି ଅନୁମତି ।

Liquor shop open both on and off shop, wearing Mask compulsory
ଏଣିକି କାଉଣ୍ଟରରେ ମଦ ବିକ୍ରି, ମାସ୍କ ନ ଥିଲେ ମିଳିବନି
author img

By

Published : Jul 1, 2020, 5:40 AM IST

ଭୁବନେଶ୍ବର: ଏଣିକି କାଉଣ୍ଟରରେ ମିଳିବ ମଦ । ପୂର୍ବରୁ କେବଳ ଅନଲାଇନ ମଦବିକ୍ରି ପାଇଁ ଅନୁମତି ଥିବାବେଳେ, ଏବେ କାଉଣ୍ଟରରେ ଅଫଲାଇନ୍ ବ୍ରିକିକୁ ମିଳିଛି ଅନୁମତି । ଉଭୟ ଅଫ ସପ୍ ଓ ଅନ୍ ସପରେ ମିଳିବ ମଦ।

ଏଣିକି କାଉଣ୍ଟରରେ ମଦ ବିକ୍ରି, ମାସ୍କ ନଥିଲେ ମିଳିବନି

କାଉଣ୍ଟରରେ ମଦ କିଣିବାକୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଏଥିସହିତ ଭିଡ ନିୟନ୍ତ୍ରଣ ପାଇଁ କାଉଣ୍ଟର ଗୁଡିକ ଯତ୍ନବାନ ହେବେ ବୋଲି କୁହାଯାଇଛି ।

ତେବେ ପୂର୍ବପରି ଅନଲାଇନରେ ହୋମ ଡେଲିଭରୀ ଜାରି ରହିବ । ବିଦେଶୀ ମଦ ସହ ଦେଶୀ ଓ ରନ୍ଧା ମଦ ମଧ୍ୟ ମିଳୁଛି। ଅର୍ଥାତ ଦେଶି ମଦ କିମ୍ବା ରନ୍ଧା ମଦ ପାଇଁ ଏକ ସ୍ବତନ୍ତ୍ର ନମ୍ବର ଜରିଆରେ ଅର୍ଡର କରିହେବ ।

ଏଥିପାଇଁ ୧୦ ରୁ୫୦ଟଙ୍କା ପର୍ଯନ୍ତ ଲାଗୁ ହେବ ଡେଲିଭରି ଚାର୍ଜ । ତେବେ କେବଳ ମଦ ଦୋକାନ ଖୋଲିବାକୁ ମିଳିଛି । ରେଷ୍ଟୁରାଣ୍ଟ କିମ୍ବା ଡ୍ୟାନସ୍ ବାର୍ ଖୋଲିବାକୁ ଅନୁମତି ମିଳିନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.