ETV Bharat / city

ବିନ୍ଦୁ ସାଗରରେ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ - lingaraj chandan jatra started

ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ । ବିନ୍ଦୁ ସାଗରରେ ଚାପ ଖେଳୁଛନ୍ତି ମହାପ୍ରଭୁ ଲିଙ୍ଗରାଜ । ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

lingaraj chandan jatra started
ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ
author img

By

Published : May 15, 2021, 10:10 PM IST

ଭୁବନେଶ୍ବର: ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ । ବିନ୍ଦୁ ସାଗରରେ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ ।

ପ୍ରଭୁ ଲିଙ୍ଗରାଜ ମନ୍ଦିରରୁ ପାଟ ପଟୁଆରରେ ବାହାରି ବିନ୍ଦୁ ସାଗର ଅଭିମୁଖେ ଯାତ୍ରା କରି ବିନ୍ଦୁ ସାଗରରେ ଚାପ ଖେଳିଲେ । ଭକ୍ତ ଶୂନ୍ୟ ହେଲା ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟା ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ମା ପାର୍ବତୀଙ୍କୁ ସାଙ୍ଗରେ ନେଇ ବିନ୍ଦୁ ସାଗରରେ କରିବେ ଜଳକ୍ରୀଡା ।

ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ
ଚଳିତ ବର୍ଷ କୋଭିଡ କଟକଣା ଭିତରେ ୨୨ ଦିନ ଧରି ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ପାଇଁ ନିୟୋଜିତ ଥିବା ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଆଜି,ଚାପ ଖେଳ ପାଇଁ ବିମାନକୁ ଯିବା ପୂର୍ବରୁ ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ ଟେଷ୍ଟ କରାଯାଇଛି । କୋଭିଡ ସଂକ୍ରମଣ ଜୋର ଧରିଥିବାରୁ କେବଳ ୧୫ ଜଣ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ଚନ୍ଦନ ଯାତ୍ରା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.