ETV Bharat / city

ବିଜେଡି ଦଳୀୟ କାର୍ଯ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ନେତା

author img

By

Published : May 30, 2020, 10:27 PM IST

ନବୀନ ନିବାସରେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । ସେପଟେ ବିଜେଡି କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ଦଳର ନେତା ଓ କର୍ମୀ । ଅଧିକ ପଢ଼ନ୍ତୁ...

leader-sang-bande-utkal-janani-at-the-bjd-party-office
ବିଜେଡି ଦଳୀୟ କାର୍ଯ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଶନିବାର ସନ୍ଧ୍ୟା 5.30ରେ ସାରା ଓଡି଼ଶା ଓ ଓଡି଼ଶା ବାହାରେ ଥିବା ସମସ୍ତ ଓଡି଼ଆ କୋରୋନା ଯୋଦ୍ଧାଙ୍କୁ ସମ୍ମାନାର୍ଥେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । ତେବେ ଏହି ଧାରାରେ ନିଜ ମଧ୍ୟ ସାମିଲ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । ସେପଟେ ବିଜେଡି କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ଦଳର ନେତା ଓ କର୍ମୀ ।

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମାଲିକ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଦେ ଉତ୍କଳ ଜନନୀ ସବୁ ଓଡ଼ିଆଙ୍କୁ ଏକାଠି କରିଛି । କୋଭିଡ ଯୋଦ୍ଧାଙ୍କ ପାଇଁ ଏହା ସବୁଠୁ ବଡ଼ ସମ୍ମାନ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.