ETV Bharat / city

ଚାଷୀ ନୁହେଁ, ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ବଦଳିଛି ନିୟମ: ପଞ୍ଚାନନ କାନୁନଗୋ

କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଆଳୁ, ପିଆଜ, ଚାଉଳ ଭଳି ଦ୍ରବ୍ୟକୁ ବାଦ ଦେଇଛନ୍ତି । ଏହାକୁ ରାଜ୍ୟ ସରକାର ବିରୋଧ କରିଥିବା ବେଳେ ଅର୍ଥନୈତିକ ସମୀକ୍ଷକ ବି ଏଥିରେ ସହମତ ନୁହଁନ୍ତି । ଅଧିକ ପଢନ୍ତୁ...

ଚାଷୀ ନୁହେଁ ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ବଦଳିଛି ନିୟମ: ଅର୍ଥନୀତି ସମୀକ୍ଷକ

author img

By

Published : Jun 5, 2020, 10:09 AM IST

ଭୁବନେଶ୍ବର: କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଆଳୁ, ପିଆଜ, ଚାଉଳ ଭଳି ଦ୍ରବ୍ୟକୁ ବାଦ ଦେଇଛନ୍ତି । ଏହାକୁ ରାଜ୍ୟ ସରକାର ବିରୋଧ କରିଥିବା ବେଳେ ଅର୍ଥନୈତିକ ସମୀକ୍ଷକ ବି ଏଥିରେ ସହମତ ନୁହଁନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ।

ଚାଷୀ ନୁହେଁ ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ବଦଳିଛି ନିୟମ: ଅର୍ଥନୀତି ସମୀକ୍ଷକ

ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି, ‘ଚାଷୀ ଉପକୃତ ହେବେ ନାହିଁ । ବ୍ୟବସାୟୀ ମାଲେମାଲ ହେବେ । ବଜାର ଦର ଉପରେ କାହାର ନିୟନ୍ତ୍ରଣ ରହିବ ନାହିଁ । ଚାଷୀ ସମେତ ଖାଉଟି ବି ଶୋଷଣର ଶିକାର ହେବେ ।’ ବିଶେଷ କରି ଆଳୁ, ପିଆଜ, ବାଜରା କ୍ଷେତ୍ରରେ ଓଡ଼ିଶାର ଚାଷୀ ଓ ଖାଉଟି ଶୋଷଣର ଶିକାର ହେବେ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.