ETV Bharat / city

ଆଇନ ପ୍ରବେଶିକା ପରୀକ୍ଷାରେ ଯାଜପୁରର ପୁଅ ଟପ୍ପର, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା 2022

ପ୍ରକାଶ ପାଇଲା 2022 ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା । ପ୍ରବେଶିକା ପରୀକ୍ଷାରେ । ଯାଜପୁର ଜିଲ୍ଲାର ଅନମୋଲ ସାଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଧିକ ପଢ଼ନ୍ତୁ

Law Entrance Examination result
ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା 2022: ଯାଜପୁରର ଅନମୋଲ ସାଇ ରାଜ୍ୟରେ ପ୍ରଥମ
author img

By

Published : Jun 26, 2022, 10:26 AM IST

ଭୁବନେଶ୍ବର: ପ୍ରକାଶ ପାଇଲା 2022 ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା । ପ୍ରବେଶିକା ପରୀକ୍ଷାରେ । ଯାଜପୁର ଜିଲ୍ଲାର ଅନମୋଲ ସାଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଅନମୋଲଙ୍କୁ ଶୁଭେଚ୍ଛା ଜଣାଛନ୍ତି ।

  • ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା ୨୦୨୨ରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯାଜପୁର ଜିଲ୍ଲାର ଅନମୋଲ ସାଇଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।

    — Naveen Patnaik (@Naveen_Odisha) June 26, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, "ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା 2022ରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯାଜପୁର ଜିଲ୍ଲାର ଅନମୋଲ ସାଇଙ୍କୁ ମୋର ଶୁଭେଚ୍ଛା । ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା ସହ ଉଜ୍ଜଳ ଭବିଷ୍ୟତ କାମନା କରୁଛି ।"

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଦେଶ ଗସ୍ତରେ ଅଛନ୍ତି । ରବିବାର ଦୁବାଇରେ ନବୀନ, ଓଡିଶାରେ ପୁଞ୍ଜିନିବେଶ ପାଇଁ ବିଦେଶୀ ଉଦ୍ୟୋଗପତିଙ୍କୁ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.