ETV Bharat / city

ଘୁଞ୍ଚିଲା OJEE ଆବେଦନ ଅବଧି, ଫି ଦାଖଲ ତାରିଖ

author img

By

Published : Jul 8, 2020, 9:11 PM IST

କୋରୋନା କଟକଣାକୁ ଆଖି ଆଗରେ ରଖି ଓଜେଇଇ ପକ୍ଷରୁ ଆବେଦନ ଅବଧି ଓ ପରୀକ୍ଷା ଫି ଦାଖଲ ତାରିଖ ପୁଣିଥରେ ଘୁଞ୍ଚାଇ ଦିଆଯାଇଛି । ଅଧିକ ପଢନ୍ତୁ...

ଓଜେଇଇ ପାଇଁ ଆବେଦନ, ଘୁଞ୍ଚିଲା ଫି-ପେମେଣ୍ଟ ତାରିଖ

ଭୁବନେଶ୍ବର: କୋରୋନା କଟକଣାକୁ ଆଖି ଆଗରେ ରଖି ଓଜେଇଇ ପକ୍ଷରୁ ଆବେଦନ ଅବଧି ଓ ପରୀକ୍ଷା ଫି ଦାଖଲ ତାରିଖ ପୁଣିଥରେ ଘୁଞ୍ଚାଇ ଦିଆଯାଇଛି । 25 ତାରିଖ ପର୍ଯ୍ୟନ୍ତ ଆବେଦନ ତାରିଖ ଘୁଞ୍ଚାଇ ଦିଆଯାଇଛି ।

ଏହାସହ ଫି ପେମେଣ୍ଟକୁ ମଧ୍ୟ 31 ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଓଜେଇଇ ପକ୍ଷରୁ ପରୀକ୍ଷା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯାଇ ତାରିଖ ଘୋଷଣା କରାଯିବ ।

ଏହି ସମସ୍ତ ପ୍ରକ୍ରିୟା ଅନଲାଇନରେ ହେବ । 31 ଜୁଲାଇ ପରେ ପରିସ୍ଥିତିକୁ ସମୀକ୍ଷା କରି ଆଡମିଟ୍ କାର୍ଡ ଡାଉନଲୋଡ ସମୟ ଓ ପରୀକ୍ଷା ତାରିଖର ନିଷ୍ପତ୍ତି ନିଆଯିବ ବୋଲି ଓଜେଇଇ ଅଧ୍ୟକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । http://ojee.nic.in ୱେବ୍‌ସାଇଟ ଜରିଆରେ ମିଳିବ ସମ୍ପୂର୍ଣ୍ଣ ତଥ୍ୟ । ଓଜେଇଇ କର୍ତ୍ତୃପକ୍ଷଙ୍କ ସୂଚନା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.