ETV Bharat / city

ଜମି ମାଡି ବସିଛନ୍ତି ପ୍ରଦୀପ ମହାରଥୀ: ବିଜେପି - ଯୁଦ୍ଧିଷ୍ଟିର ସାମନ୍ତରାୟ

100 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସରକାରୀ ଜମି ପ୍ରଦୀପ ମହାରଥୀ ହଡପ କରିଥିବା ଅଭିଯୋଗ ଆଣିଛି ବିଜେପି । ଏହି ଜମିକୁ ପ୍ରଦୀପ ମହାରଥୀ ଓ ଯୁଦ୍ଧିଷ୍ଟିର ସାମନ୍ତରାୟ ମିଶିକି ଲୁଟିଥିବା ନେଇ ସାଙ୍ଘାତିକ ଆରୋପ କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

ପ୍ରଦୀପ ମହାରଥୀ ଓ ଯୁଦ୍ଧିଷ୍ଟିର ସାମନ୍ତରାୟଙ୍କ ନାମରେ ବିଜେପିର ଜମି ଦୁର୍ନୀତି ଅଭିଯୋଗ
author img

By

Published : Nov 25, 2019, 3:57 PM IST

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାଁରେ ଜମି ହଡପ ଅଭିଯୋଗ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛି ରାଜ୍ୟ ବଜେପି । ମହାରଥୀ ତାଙ୍କ ହୁକେଇପୁର ଫାର୍ମହାଉସ ନାଁରେ କରିଛନ୍ତି ଶହେ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଜମି । ହାଇକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ 2016 ପରଠାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହାଁନ୍ତି ଜିଲ୍ଲାପାଳ ।

ପ୍ରଦୀପ ମହାରଥୀ ଓ ଯୁଦ୍ଧିଷ୍ଟିର ସାମନ୍ତରାୟଙ୍କ ନାମରେ ବିଜେପିର ଜମି ଦୁର୍ନୀତି ଅଭିଯୋଗ
bjp

କେନାଲ ପଟକୁ ଜୋର ଜବରଦସ୍ତି ଜମି ମାଡି ବସିଛନ୍ତି ମହାରଥୀ । ମହାରଥୀଙ୍କ ବିରୋଧରେ ସ୍ଥାନୀୟ ନେତା କେଦାର ସାମନ୍ତରାୟ ମଧ୍ୟ ପୂର୍ବରୁ କୋର୍ଟରେ ଅଭିଯୋଗ କରିଥିଲେ । କିନ୍ତୁ ଏବେ 3 ଶହ କୋଟି ଟଙ୍କାର ଗୋଚର ଜମି ବିବାଦରେ ଉଭୟ ମହାରଥୀ ଓ କେଦାରଙ୍କ ମଧ୍ୟରେ ଛିଣ୍ଡାତୁଟା ହୋଇଯାଇଥିବା ଅଭିଯୋଗ କରିଛି ବିଜେପି ।

ସୂଚନା ଅନୁସାରେ 100ରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସରକାରୀ ଜମି ହଡପ କରିଛନ୍ତି ପ୍ରଦୀପ ମହାରଥୀ । ଚକନାଳି, ଅନାବାଦୀ, କେନାଲ ରାସ୍ତାକୁ ନିଜ ଫାର୍ମ ହାଉସ ସହ ସେ ମିଶାଇଛନ୍ତି । 2015ରେ ଯୁଧିଷ୍ଠିର ସାମନ୍ତ ରାୟ ଏନେଇ ପୂର୍ବରୁ ଏକ ମାମଲା ହାଇକୋର୍ଟରେ ରୁଜୁ କରିଥିଲେ । ଜ଼ିଲ୍ଲାପାଳ ନିଷ୍ପତି ନେବାକୁ କୋଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜ଼ିଲ୍ଲାପାଳ ଏପର୍ଯ୍ୟନ୍ତ କିଛି ନିଷ୍ପତି ନେଇ ନାହାଁନ୍ତି । କାରଣ ସେ ମଧ୍ୟ୍ୟ 56 ଏକରରୁ ଊର୍ଦ୍ଧ୍ବ ଗୋଚର ଜମିକୁ ହଡପ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ସେପଟେ ପିପିଲି ତହସିଲରେ ନିଆଁ ଲାଗିଥିବା ଦର୍ଶାଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ହେରଫେର କରିଛନ୍ତି ତତ୍କାଳୀନ ତହସିଲଦାର । ଗୋଟିଏ ପଟେ 5T ଅନ୍ୟପଟେ ଶାସକ ଦଳର ବିଧାୟକ ଜମି ଜବର ଦଖଲ କରୁଛନ୍ତି । କେନାଲରେ ପାଣି ଯାଉନି, ଗାଈ ଗୋରୁ ଚରିବାକୁ ସେ ଅଞ୍ଚଳରେ ଜମିନାହିଁ ବୋଲି ଅଭିଯୋଗ ଉଠାଇ କହିଛନ୍ତି ଗୋଲକ ମହାପାତ୍ର । ଏହା ସହ ତୁରନ୍ତ ଜମି ସରକାରୀ ଖାତାକୁ ଫେରାଇବାର ବ୍ୟବସ୍ଥା ହେଉ ବୋଲି ମଧ୍ୟ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପୂର୍ଵତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ନାଁରେ ଜମି ହଡପ ଅଭିଯୋଗ। ଅଭିଯୋଗ ଆଣିଲା ରାଜ୍ୟ ବଜେପି। ମହାରଥୀ ତାଙ୍କ ହୁକେଇପୁର ଫାର୍ମହାଉସ ନାଁରେ କରିଛନ୍ତି ଶହେ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଜମି। ହାଇକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ 2016 ପରଠାରୁ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ଅନେକ ସ୍ଥାନୀୟ ଲୋକ, Body:କେନାଲ ଆଦିକୁ ଜୋର ଜବରଦସ୍ତ ମାଡିବସିଛନ୍ତି ମହାରଥୀ। ମହାରଥୀଙ୍କ ବିରୋଧରେ ସ୍ଥାନୀୟ ନେତା କେଦାର ସାମନ୍ତରାୟ ମଧ୍ୟ କୋର୍ଟରେ ଅଭିଯୋଗ କରିଥିଲେ। ହେଲେ ସେ 3 ଶହ କୋଟି ଟଙ୍କାର ଗୋଚର ଜମି ମାଡି ବସିଥିବା କଥା ନେଇ ଉଭୟ ମହାରଥୀ ଓ କେଦାରଙ୍କ ଭିତରେ ଶାଣ୍ଠଗାଁଠ ହୋଇଯାଇଛି।
ସୂଚନା ଅନୁସାରେ
100ରୁ ଉର୍ଦ୍ଧ କୋଟି ଟଙ୍କାର ସରକାରୀ ଜମି ହଡପ କରିଛନ୍ତି ପ୍ରଦୀପ ମହାରଥୀ,ଚକନାଳି, ଅନାବାଦୀ, କେନାଲ ରାସ୍ତା, କୁ ନିଜ ଫାର୍ମ ହାଉସ ରେ ମିଶାଇଛନ୍ତି ମହାରଥୀ.. 2015ରେ ଯୁଧିଷ୍ଠିର ସାମନ୍ତ ରାୟ ଏ ନେଇ ପୂର୍ବରୁ ଏକ ମାମଲା ହାଇକୋର୍ଟରେ ରୁଜୁ କରିଥିଲେ । ଜ଼ିଲ୍ଲାପାଳ ନିଷ୍ପତି ନେବାକୁ କୋଟ ନିର୍ଦେଶ ଦେଇଥିଲେ ।ହେଲେ ଜ଼ିଲ୍ଲା ପାଳ ଏ ଯାଏଁ କିଛି ନିଷ୍ପତି ନେଲେ ନାହିଁ ।କାରଣ ସେ ମଧ୍ୟ୍ୟ 56 ଏକର ରୁ ଉର୍ଦ୍ଧ ଗୋଚର ଜମିକୁ ହଡପ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପିପିଲି ତହସିଲ ରେ ନିଆଁ ଲାଗିଥିବା ଦର୍ଶାଇ କାଗଜ ପତ୍ର ହେରଫେର କରିଛନ୍ତି ତତ୍କାଳୀନ ତହସିଲଦାର ବୋଲି ହୋଇଛି ।ଗୋଟିଏ ପଟେ 5t ଅନ୍ୟପଟେ ଶାସକ ଦଳର ବିଧାୟକ ଜମି ଜବର ଦଖଲ କରୁଛନ୍ତି.. Conclusion:କେନାଲ ରେ ପାଣି ଯାଉନି, ଗାଈ ଗୋରୁ ଚରିବାକୁ ସେ ଅଂଚଳରେ ଜମିନାହିଁ ବୋଲି କହିଛନ୍ତି ଗୋଲକ ମହାପାତ୍ର ।ଏହା ସହ ତୁରନ୍ତ ଜମି ସରକାରୀ ଖାତା କୁ ଫେରାଇବାର ବ୍ୟବସ୍ତା ହେଉ ବୋଲି ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.