ଭୁବନେଶ୍ବର: କମିବାର ନାଁ ନେଉନି ପରିବା ଦର । ଗତକିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ କରିଛି ଅସ୍ତବ୍ୟସ୍ତ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ପରିବା ଦରରେ ମଧ୍ୟ ବୃଦ୍ଧି ଘଟିଛି । ପରିବା ଦର ଏବେ ଗ୍ରାହକଙ୍କ ପକେଟ ଜାଳୁଛି । ପରିବା ଦର ଦେଖି ଗ୍ରାହକ ୧ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଛି । ସେପଟେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ରୋଷେଇ ଘର ଉପରେ ମହଙ୍ଗା ମାଡ଼ ହୋଇଛି । ରାଜ୍ୟର ପ୍ରମୁଖ ସହରରେ ସବୁଠୁ ଅଧିକ ସଜନା ଛୁଇଁର ମୂଲ୍ୟ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?
Vegetable Price Today: ଜାଣନ୍ତୁ ଆଜି କଣ ରହିଛି ପନିପରିବା ଦର
ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?