ETV Bharat / city

ରାବଣ ପୋଡି: କଟକଣା ଜାରି କଲା କମିଶନରେଟ ପୋଲିସ - ରାଜଧାନୀରେ ରାବଣ ପୋଡି

ରାଜଧାନୀର 4ଟି ସ୍ଥାନରେ ଅନୁଷ୍ଠିତ ହେଉଛି ରାବଣ ପୋଡି । ବରମୁଣ୍ଡା, ଝାରପଡା, ନୟାପଲ୍ଲୀ ଓ ନହରକଣ୍ଟାରେ ଏହି ଆୟୋଜନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 8, 2019, 7:19 PM IST

ଭୁବନେଶ୍ବର: ରାଜଧାନୀର 4ଟି ସ୍ଥାନରେ ଅନୁଷ୍ଠିତ ହେଉଛି ରାବଣ ପୋଡି । ବରମୁଣ୍ଡା, ଝାରପଡା, ନୟାପଲ୍ଲୀ ଓ ନହରକଣ୍ଟାରେ ଏହି ଆୟୋଜନ କରାଯାଉଛି । ହେଲେ କେବଳ 2ଟି ସ୍ଥାନ ଯଥା ବରମୁଣ୍ଡା ଓ ଝାରପଡାରେ ଆତସବାଜି ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏନେଇ କମିଶନରେଟ ପୋଲିସ କରିଛି ବ୍ୟାପକ ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି ରାବଣ ପୋଡି ସମୟରେ ଗହଳି ଚହଳିକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥାମାନ କରାଯାଇଛି । ଏଥିପାଇଁ ନୟାପଲ୍ଲୀ ଓ ବରମୁଣ୍ଡା ହାଇୱେ ନିକଟରେ କଟକ ଭୁବନେଶ୍ବର ଗାଡି ଚଳାଚଳ ପାଇଁ ଜାରି ହୋଇଛି ସ୍ବତନ୍ତ୍ର ଆଡଭାଇଜରି । କଟକ ପଟୁ ଆସୁଥିବା ଗାଡି ଜୟଦେବ ବିହାରରୁ ବାମକୁ ଯାଇ ବେହେରା ସାହି ଦେଇ ସିଆରପିକୁ ବାହାରିବେ ।

ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ଗାଡି କୋଳଥିଆ ଛକଠାରୁ କଳିଙ୍ଗ ଷ୍ଟୁଡିଓ ଦେଇ ଚନ୍ଦକା ହୋଇ ବାରଙ୍ଗ ପଟେ କଟକ ଯିବେ । ଏଥିସହ ସହର ଭିତରେ ଯିବା ଆସିବା ପାଇଁ ଭିଡ ଦେଖି ରାସ୍ତା ଉପରେ ଗାଡି ଓ ବାଇକ ନରଖି ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ । ଏନେଇ ଜନସାଧାରଣଙ୍କୁ ପୋଲିସ ସହ ସହଯୋଗ ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦେଖିବେ ରାଜଧାନୀର ରାବଣ ପୋଡି,
ଜାଣନ୍ତୁ କେମିତି ଯିବ ଆପଣଙ୍କ ଗାଡି
Body:
ରାଜଧାନୀର ୪ଟି ସ୍ଥାନରେ ରାବଣ ପୋଡି।ବରମୁଣ୍ଡା,ଝାରପଡା,ନୟାପଲ୍ଲୀ,ନହରକଣ୍ଟା।ସେଥିମଧ୍ଯରୁ
୨ଟି ସ୍ଥାନରେ ବରମୁଣ୍ଡା ଓ ଝାରପଡାରେ ହେବ ଆତସବାଜି ପ୍ରଦର୍ଶନି।ଏନେଇ କମିସନରେଟ ପୋଲିସ କରିଛି ପ୍ରସ୍ତୁତି।ବିଶେଷ କରି ରାବଣ ପୋଡି ସମୟରେ ହେବ ଗହଳି ଚହଳି।ଏସବୁକୁ ଦୃଷ୍ଟିରେ ରଖି ନୟାପଲ୍ଲୀ ଓ ବରମୁଣ୍ଡା ହାଇୱେ ପାଖରେ ରହିଥିବାରୁ କଟକ ଭୁବନେଶ୍ବର ଗାଡି ଚଳାଚଳ ପାଇଁ ଜାରି ହୋଇଛି ସ୍ବତନ୍ତ୍ର ଆଡଭାଇଜାରି।କଟକପଟୁ ଆସୁଥିବା ଗାଡି ଜୟଦେବ ବିହାରରୁ ବାମକୁ ଯାଇ ବେହେରା ସାହି ଦେଇ ସିଆରପିକୁ ବାହାରିବେ।ସେହିପରି ଖୋର୍ଦାପଟୁ ଆସୁଥିବା ଗାଡି କୋଳଥିଆ ଛକଠୁ କଳିଙ୍ଗ ଷ୍ଟୁଡିଓ ଦେଇ ଚନ୍ଦକା ଦେଇ ବରଙ୍ଗ ପଟେ କଟକଯିବେ।ସେହିପରି ସହର ଭିତରେ ଯିବାଆସିବା ପାଇଁ ଭିଡ ଦେଖି ଗାଡି ଓ ବାଇକ ପାର୍କି କରିବେ ରାସ୍ତା ଉପରେ ଗାଡି ରୋକିବେ ନାହିଁ। ଏନେଇ ଜନସାଧାରଣଙ୍କୁ ପୋଲିସ ସହ ସହଯୋଗ ପାଇ ନିବେଦନ କରିଛନ୍ତି ପୋଲିସ କମିସନରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.