ETV Bharat / city

Vegetable Price Today: ଜାଣନ୍ତୁ ଆଜି କଣ ରହିଛି ପରିବା ଦର - ଓଡିଶା ବଜାରରେ ପରିବା ଦର

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?

Vegetable Price Today: ଜାଣନ୍ତୁ ଆଜି କଣ ରହିଛି ପରିବା ଦର ?

author img

By

Published : Jun 25, 2022, 7:24 AM IST

Updated : Jun 25, 2022, 11:01 AM IST

ଭୁବନେଶ୍ବର: ବଜାରରେ ଆକାଶ ଛୁଆଁ ହୋଇଛି ଦରଦାମ । ପେଟ୍ରୋଲ ଡିଜେଲଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବଢିଛି । ଏଥିରୁ କିପରି ବା ବାଦ୍‌ ପଡିବ ପନିପରିବା । ପରିବା ଦର ଏବେ ଗ୍ରାହକଙ୍କ ପକେଟ ଜାଳୁଛି । ପରିବା ଦର ଦେଖି ଗ୍ରାହକ ୧ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଏପରି ଥିବା ବେଳେ ଗରିବ ଶ୍ରେଣୀଙ୍କ କଥା ନ କହିବା ଭଲ । ଅହେତୁକ ଦର ବୃଦ୍ଧି ସେମାନଙ୍କୁ ଅସ୍ତବ୍ୟସ୍ତ କରିଛି । ଆଗରୁ ଯେଉଁ ସାପ୍ତାହିକ ହାଟରେ ଗ୍ରାହକଙ୍କ ଭିଡ଼ ଜମୁଥିଲା ଏବେ ତାହା ହୋଇଛି ଖାଁ ଖାଁ । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଛି । ସେପଟେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ରୋଷେଇ ଘର ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

ସମ୍ବଲପୁର ବଜାରରେ ପରିବା ଦର
ସମ୍ବଲପୁର ବଜାରରେ ପରିବା ଦର
Vegetable Price Today: ଜାଣନ୍ତୁ ଆଜି କଣ ରହିଛି ପରିବା ଦର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2022, 11:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.