ETV Bharat / city

ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି, ଡିଲର ଗଣିବେ 1 ଲକ୍ଷ ତଣ୍ଡ - ଖିମଜି ହୋଣ୍ଡାକୁ ଫାଇନ

ବିନା ରେଜିଷ୍ଟ୍ରେସନରେ ଗାଡି ଡେଲିଭର। ଇନଫୋସିଟି ଥାନା ଅଞ୍ଚଳର କବିତା ପଣ୍ଡା ନାମକ ଜଣେ ଗ୍ରାହକଙ୍କୁ କରିଛି ଠକେଇ। ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରି ଦେଇଛି ଡିଲର ।

ବିନା ରେଜିଷ୍ଟ୍ରେସନରେ ଗାଡି ଡେଲିଭର, ଖିମଜି ହୋଣ୍ଡାକୁ 1 ଲକ୍ଷର ଆରଟିଓ ତଣ୍ଡ
author img

By

Published : Sep 17, 2019, 12:03 AM IST

Updated : Sep 17, 2019, 2:44 AM IST

ଭୁବନେଶ୍ବର: ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରିଛି ଏକ ଡିଲର । ଇନଫୋସିଟି ଥାନା ଅଞ୍ଚଳର କବିତା ପଣ୍ଡା ନାମକ ଜଣେ ଗ୍ରାହକଙ୍କୁ କରିଛି ଠକେଇ। ଆଉ ଗ୍ରାହକ ଜଣକ ଗାଡି ନେଇ ଚେକିଂରେ ଧରା ପଡିବା ପରେ ଖୋଲିଛି ଗୁମର ।

ବିନା ରେଜିଷ୍ଟ୍ରେସନରେ ଗାଡି ଡେଲିଭର, ଖିମଜି ହୋଣ୍ଡାକୁ 1 ଲକ୍ଷର ଆରଟିଓ ତଣ୍ଡ

ତେବେ ଗତ 12 ତାରିଖରେ ସମ୍ପୃକ୍ତ ଗ୍ରାହକ ଜଣକ ଗାଡିଟି ନେଉଥିବା ବେଳେ ବାରଙ୍ଗଠାରେ ଧରିଥିଲା କଟକ ପରିବହନ ବିଭାଗ ପରେ ଜାଣିବାକୁ ପାଇଥିଲେ ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରି ଗ୍ରାହକଙ୍କୁ ଗାଡି ଦେଇଛି ଏକ ଡିଲର । ଯାହାକୁ ନେଇ ହୋଣ୍ଡା କମ୍ପାନୀକୁ 1 ଲକ୍ଷର ତଣ୍ଡ ଲଗାଇଛି କଟକ ଆରଟିଓ ।

ପରେ ଏନେଇ ଗ୍ରାହକ ଜଣକ ଇନଫୋସିଟି ଥାନାରେ ସମ୍ପୃକ୍ତ ହୋଣ୍ଡା କମ୍ପାନୀ ନାଁରେ କରିଛନ୍ତି ଅଭିଯୋଗ । ଗତ 28 ତାରିଖରୁ ଗାଡି କିଣି ଥିଲେ ମଧ୍ୟ ଏଯାଏ ଦେଇନଥିଲେ ନମ୍ବର। ପରେ ତଣ୍ଡ ଲାଗୁ ହେବା ପରେ OD33Y4682 ନମ୍ବର ଦେଇଛନ୍ତି ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବିନା ରେଜିଷ୍ଟ୍ରେସନରେଗାଡି ଡେଲିଭର,
ଖିମଜି ହଣ୍ଡା କୁ ୧ଲକ୍ଷ ର ଆରଟିଓ ତଣ୍ଡ Body:

ବିନା ରେଜିଷ୍ଟ୍ରେସନରେ ଗାଡି ଡେଲିଭର।ଇନଫୋସିଟି ଥାନା ଅଂଚଳର କବିତା ପଣ୍ଡା ନାମକ ଜଣେ ଗାହାକଙ୍କୁ କରିଛି ଠକେଇ।ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରି ଦେଇଛି ଗାଡିକୁ ଡେଲିଭର।ଆଉ ଗ୍ରାହାକ ଜଣକ ଗାଡି ନେଇ ଚେକିଂରେ ଧରାପଡିବା ପରେ ଖୋଲିଛି ଗୁମର।ଗତ ୧୨ ତାରିଖରେ ସମ୍ପୃକ୍ତ ଗ୍ରାହକ ଜଣକ ଗାଡିଟି ନେଉଥିବା ବେଳେ ବାରଙ୍ଗ ଠାରେ ଧରିଥିଲା କଟକ ପରିବହନ କର୍ମଚାରି।ପରେ ଜାଣିବାକୁ ପାଇଥିଲେ ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରି ଗ୍ରାହାକକୁ ଗାଡି ଦେଇଛି ଡେଲିଭର ଯାହାକୁ ନେଇ ଖିମଜି ହଣ୍ଡାକୁ ୧ ଲକ୍ଷର ତଣ୍ଡ ଲଗାଇଇଛି କଟକ ଆରଟିଓ।ପରେ ଏନେଇ ଗ୍ରାହାକ ଜଣକ ଇନଫୋସିଟି ଥାନାରେ ଖିମଜି ହଣ୍ଡା ନାରେ କରିଛନ୍ତି ଅଭିଯୋଗ।ଗତ ୨୮ ତାରିଖରୁ ଗାଡି କିଣି ଥିଲେ ମଧ୍ଯ ଏଯାଏ ଦେଇନଥିଲେ ନମ୍ବର। ପରେ ତଣ୍ଡ ଲାଗୁ ହେବା ପରେ OD33Y4682 ନମ୍ବର ଦେଇଛି ଖିମଜି କତୃପକ୍ଷ।Conclusion:
Last Updated : Sep 17, 2019, 2:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.