ETV Bharat / city

ଆମେରିକାରେ ଶୁଭିଲା ଜୟ ଜଗନ୍ନାଥ, ବାହୁଡା ଯାତ୍ରା ମନାଇଲେ ପ୍ରବାସୀ ଓଡିଆ - ଆମେରିକାରେ ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା

ଓଡିଆଟିଏ ଯେଉଁଠି ବି ଥାଉ ରଥଯାତ୍ରା ଆସିଲେ ରଥଟାଣି ନେବାକୁ ବ୍ୟାକୁଳିତ ହୋଇଥାଏ । ଏହିପରି କାଳିଆ ପ୍ରେମରେ ବ୍ୟାକୁଳ ହେଉଥିବା ଓଡିଆ ଭକ୍ତ ଦେଖିବାକୁ ମିଳିଛନ୍ତି ଆମେରିକାରେ । ଅଧିକ ପଢନ୍ତୁ

ଆମେରିକାରେ ଶୁଭିଲା ଜଗନ୍ନାଥ ନାମ, ବାହୁଡା ଯାତ୍ରା ମନାଇଲେ ପ୍ରବାସୀ ଓଡିଆ

author img

By

Published : Jul 10, 2022, 8:26 PM IST

Updated : Jul 11, 2022, 10:29 PM IST

ୱାଶିଂଟନ: ସେ ଭାବ ବିନୋଦିଆ । ସବୁରି ସାଆନ୍ତ ସୁନାଠାକୁର । ଅଖିଳ ବ୍ରହ୍ମାଣ୍ତ ନାଥ ସେ ପ୍ରଭୁ ଜଗନ୍ନାଥ । ତା ପ୍ରେମରେ କିଏ ବା ନପଡିବ । ସେ ସବୁଠି ବିଦ୍ୟମାନ । ଯେଉଁଠି ବି ତା ଭକ୍ତ ରହୁ ନା କାହିଁକି ଭଗବାନକୁ ଦେଖିବାକୁ ଭକ୍ତର ମନ ବ୍ୟାକୁଳ । କେବଳ ଯେ ରାଜ୍ୟ କି ଦେଶ ନୁହେଁ ସମଗ୍ରେ ଜଗତରେ ପ୍ରତିଧ୍ବନିତ ହେଉଛି ଜଗତ ନାଥ ଜଗନ୍ନାଥଙ୍କ ନାମ । ଓଡିଆଟିଏ ଯେଉଁଠି ବି ଥାଉ ରଥଯାତ୍ରା ଆସିଲେ ରଥଟାଣି ନେବାକୁ ବ୍ୟାକୁଳିତ ହୋଇଥାଏ । ଏହିପରି କାଳିଆ ପ୍ରେମରେ ବ୍ୟାକୁଳ ହେଉଥିବା ଓଡିଆ ଭକ୍ତ ଦେଖିବାକୁ ମିଳିଛନ୍ତି ସୂଦୁର ଆମେରିକାରେ ।

ଆମେରିକାରେ ଶୁଭିଲା ଜୟ ଜଗନ୍ନାଥ, ବାହୁଡା ଯାତ୍ରା ମନାଇଲେ ପ୍ରବାସୀ ଓଡିଆ

ହଜାରରୁ ଅଧିକ ଭକ୍ତ ଏକାଠି ହୋଇ ଆମେରିକାର କନ୍‌ସାସ୍‌ରେ ବାହୁଡା ଯାତ୍ରା ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକାଧିକ ଆମେରିକାବାସୀ ମଧ୍ୟ ଯୋଗ ଦେଇ ମହାପ୍ରଭୁଙ୍କ ଭକ୍ତିରେ ଝୁମିଥିବା ଦେଖା ଯାଇଛି । ସଂକୀର୍ତ୍ତନ ହରେ କୃଷ୍ଣ ନାମ ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ସ୍ଥାନୀୟ ଅଞ୍ଚଳ । ଜୁଲାଇ ୯ ତାରିଖରେ ବାହୁଡା ଯାତ୍ରା ଦିନ ମହାପ୍ରଭୁଙ୍କ ବାହୁଡା ପରମ୍ପରା ପାଳନ କରିଛନ୍ତି ଆମେରିକାରେ ବାସ କରୁଥିବା ଓଡ଼ିଆ ।

ଆମେରିକାରେ ଶୁଭିଲା ଜଗନ୍ନାଥ ନାମ, ବାହୁଡା ଯାତ୍ରା ମନାଇଲେ ପ୍ରବାସୀ ଓଡିଆ
ଆମେରିକାରେ ଶୁଭିଲା ଜଗନ୍ନାଥ ନାମ, ବାହୁଡା ଯାତ୍ରା ମନାଇଲେ ପ୍ରବାସୀ ଓଡିଆ
ଆମେରିକାରେ ଶୁଭିଲା ଜଗନ୍ନାଥ ନାମ, ବାହୁଡା ଯାତ୍ରା ମନାଇଲେ ପ୍ରବାସୀ ଓଡିଆ

ସମଗ୍ର ପ୍ରବାସୀ ଓଡିଆ ବାହୁଡା ଯାତ୍ରାର ସୁପରିଚାଳନା ପାଇଁ ସହଯୋଗ କରିଥିଲେ । କନ୍‌ସାସ୍‌ ହିନ୍ଦୁ ମନ୍ଦିର ଓ କଲ୍‌ଚରାଲ୍‌ ସେଣ୍ଟରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମାପନ ହୋଇଛି ।

Last Updated : Jul 11, 2022, 10:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.