ETV Bharat / city

ରାଜଧାନୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା 2019 - ୟୁନିଟ 3 ସ୍ଥିତ ପ୍ରଦର୍ଶନୀ ପଡିଆରେ

ରାଜଧାନୀର ୟୁନିଟ3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ କଳିଙ୍ଗ ହର୍ବ।ଲ ମେଳା।

ରାଜଧାନୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା 2019
author img

By

Published : Nov 4, 2019, 10:37 PM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା । ରାଜଧାନୀର ୟୁନିଟ 3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା ।

ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଗତ 2008 ମସିହାରୁ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ କରି ଆସୁଛି। ଏହି ମେଳାର ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ଚାଷୀ, ପ୍ରାଥମିକ ସଂଗ୍ରହକାରୀ, ରାଜ୍ୟର ପାରମ୍ପରିକ ଆରୋଗ୍ୟକାରୀ, ବୈଦ୍ୟ ନିଜର ଆୟୁର୍ବେଦୀୟ ଔଷଧ ବିକ୍ରି କରିବେ।

ରାଜଧାନୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା 2019

ସୋମବାର ଠାରୁ ଆରମ୍ଭ ହୋଇ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଏହି ମେଳା ରାଜଧାନୀର ୟୁନିଟ 3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ଏହି ମେଳାରେ ସୋମବାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜଙ୍ଗଲ ଓ ପରବେଶ ବିଭାଗର ସଚିବ ଡଃ ମୋନା ଶର୍ମା ପ୍ରମୁଖ ଯୋଗ ଦେଇ ଏହି ହର୍ବାଲ ମେଳା 2019ର ଉଦଘାଟନ କରିଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା 2019।

ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଗତ 2008 ମସିହା ରୁ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ କଳିଙ୍ଗ ହର୍ବ।ଲ ମେଳା ଆୟୋଜନ କରି ଆସୁଛନ୍ତି। ଏହି ମେଳା ର ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ଚାଷୀ, ପ୍ରାଥମିକ ସଂଗ୍ରହକାରୀ, ରାଜ୍ୟ ର ପାରମ୍ପରିକ ଆରେଗ୍ୟକାରୀ ,ବୈଦ୍ୟ , ନିଜର ଆୟୁର୍ବେଦ ହର୍ବାଲ ଔଷଧ ବିକ୍ରି କରିବେ। ଆଜିଠାରୁ ଆରମ୍ଭ କରି ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଏହି ମେଳା ରାଜଧାନୀ ର ୟୁନିଟ 3 ସ୍ତିତ ପ୍ରଦର୍ଶନୀ ପଡିଆ ରେ ଅନୁଷ୍ଠିତ ହେବ। ଆଜି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜଂଗଲ ଓ ପରବେଶ ବିଭାଗ ର ସଚିବ ଡ଼ ମୋନା ଶର୍ମା ପ୍ରମୁଖ ଯୋଗ ଦେଇ ଏହି ହର୍ବାଲ ମେଳା 2019 ର ଉଦ୍ଘାଟନ କରିଥିଲେ।

Body:ରାଜଧାନୀ ରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା 2019।

ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଗତ 2008 ମସିହା ରୁ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ କଳିଙ୍ଗ ହର୍ବ।ଲ ମେଳା ଆୟୋଜନ କରି ଆସୁଛନ୍ତି। ଏହି ମେଳା ର ଔଷଧୀୟ ବୃକ୍ଷଲତା ସହ ସମ୍ପୃକ୍ତ ଚାଷୀ, ପ୍ରାଥମିକ ସଂଗ୍ରହକାରୀ, ରାଜ୍ୟ ର ପାରମ୍ପରିକ ଆରେଗ୍ୟକାରୀ ,ବୈଦ୍ୟ , ନିଜର ଆୟୁର୍ବେଦ ହର୍ବାଲ ଔଷଧ ବିକ୍ରି କରିବେ। ଆଜିଠାରୁ ଆରମ୍ଭ କରି ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଏହି ମେଳା ରାଜଧାନୀ ର ୟୁନିଟ 3 ସ୍ତିତ ପ୍ରଦର୍ଶନୀ ପଡିଆ ରେ ଅନୁଷ୍ଠିତ ହେବ। ଆଜି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜଂଗଲ ଓ ପରବେଶ ବିଭାଗ ର ସଚିବ ଡ଼ ମୋନା ଶର୍ମା ପ୍ରମୁଖ ଯୋଗ ଦେଇ ଏହି ହର୍ବାଲ ମେଳା 2019 ର ଉଦ୍ଘାଟନ କରିଥିଲେ।

ବାଇଟ ବିକ୍ରମ କେଶରୀ ଆରୁଖ , ଜଂଗଲ ଓ ପରବେଶ ବିଭାଗ ମନ୍ତ୍ରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.