ETV Bharat / city

‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଫେରାଇବେ ଟଙ୍କା

‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଭଳି ହିତାଧିକାରୀଙ୍କୁ ଖୋଜୁଛି କୃଷି ବିଭାଗ ।

author img

By

Published : Aug 6, 2019, 12:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଭଳି ହିତାଧିକାରୀଙ୍କୁ ଖୋଜୁଛି କୃଷି ବିଭାଗ । ଡାଟା ବେସ ସହିତ ହିତାଧିକାରୀଙ୍କ ନାମ ଯୋଡା ଯାଇଛି । ଏପଟେ ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ପାଇଁ ଗ୍ରାମପଞ୍ଚାୟତ ସ୍ତରରେ, ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି । ‘କାଳିଆ’ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଏକ କୋଟି ଦରଖାସ୍ତ ଆସିଥିବା ଜଣାପଡିଛି ।

ସେପଟେ ଅଯୋଗ୍ୟ ବ୍ୟକ୍ତି ନାଁ ବାଦ୍ ଦେବା ପାଇଁ ଦରଖାସ୍ତ କରିପାରିବେ । ଅନ୍ୟ ଲୋକ ମଧ୍ୟ ଅଯୋଗ୍ୟ ଲୋକ ସମ୍ପର୍କରେ ତଥ୍ୟ ଦେଇ ପାରିବେ । ତେବେ ଆମ ପାଖରେ ଥିବା ତଥ୍ୟ ଅନୁସାରେ ଆମେ ଯୋଗ୍ୟ ଅଯୋଗ୍ୟ ବିବେଚନା କରିବୁ । କିଏ କହିଲେ ହେବ ନାହିଁ । ଆମେ ଯାଞ୍ଚ ପରେ ହିଁ ତାଲିକା ପ୍ରକାଶ କରିବୁ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବର୍ତ୍ତମାନ ସୁଦ୍ଧା 51 ଲକ୍ଷ ହିତାଧିକାରୀଙ୍କ ନାଁ ୱେବସାଇଟରେ ରହିଛି । ଏଥିରେ 37 ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଓ 14 ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ଅଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଭଳି ହିତାଧିକାରୀଙ୍କୁ ଖୋଜୁଛି କୃଷି ବିଭାଗ। ଡାଟା ବେସ ସହିତ ହିତାଧିକାରୀଙ୍କ ନାମ ଯୋଡ଼ା ଯାଇଛି। ବର୍ତ୍ତମାନ ଏକ ଲକ୍ଷ ଦରଖାସ୍ତ ଆସିଛି। ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରେ, ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି।
ଅଯୋଗ୍ୟ ବ୍ୟକ୍ତି ନାଁ ବାଦ୍ ଦେବା ପାଇଁ ଦରଖାସ୍ତ କରି ପାରିବେ। ଅନ୍ୟ ଲୋକ ମଧ୍ୟ ଅଯୋଗ୍ୟ ଲୋକ ସମ୍ପର୍କରେ ତଥ୍ୟ ଦେଇ ପାରିବେ। ତେବେ ଆମ ପାଖରେ ଥିବା ତଥ୍ୟ ଅନୁସାରେ ଆମେ ଯୋଗ୍ୟ ଅଯୋଗ୍ୟ ବିବେଚନା କରିବୁ। କିଏ କହିଲେ ହେବ ନାହିଁ। Body:ଆମେ ଯାଞ୍ଚ ପରେ ହିଁ ତାଲିକା ପ୍ରକାଶ କରିବୁ। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ।
ବର୍ତ୍ତମାନ ସୁଦ୍ଧା 51 ଲକ୍ଷ ହିତାଧିକାରୀଙ୍କ ନାଁ ୱେବସାଇଟରେ ଅଛି। ଏଥିରେ 37 ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଓ 14 ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ।
ବାଇଟ ସୌରଭ ଗରଗ, କୃଷି ସଚିବConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.