ETV Bharat / city

ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ, ପରିବାରକୁ ମିିଳିବ ୪ ଲକ୍ଷର ସହାୟତା - ଭୁବନେଶ୍ବର ଖବର

ମିଳିଲା ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତଦେହ । ପଞ୍ଚଶଖା ନଗରରୁ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ, ପରିବାରକୁ ମିିଳିବ ୪ ଲକ୍ଷର ସହାୟତା

author img

By

Published : Sep 20, 2021, 10:01 AM IST

Updated : Sep 20, 2021, 3:21 PM IST

ଭୁବନେଶ୍ବର: ଟ୍ୟୁସନ ଯିବାବେଳେ ଡ୍ରେନରେ ପଡି ୧୪ ବର୍ଷର ଛାତ୍ର ନିଖୋଜ ଘଟଣା । ମିଳିଲା ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତଦେହ । ପଞ୍ଚଶଖା ନଗରରୁ ମୃତଦେହ ଉଦ୍ଧାର କରାଯାଇଛି । ରିଲିଫ କୋର୍ଡ ଅନୁସାରେ, ଜ୍ୟୋତିଙ୍କ ପରିବାରକୁ ମିଳିବ ୪ ଲକ୍ଷର ସହାୟତା ରାଶି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ତା ।

ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ, ପରିବାରକୁ ମିିଳିବ ୪ ଲକ୍ଷର ସହାୟତା

ରବିବାର ଦିନ ଭୁବନେଶ୍ବର ଶତାଦ୍ଦୀନଗରର ଲେନ ୭ରେ ଦେଇ ଟ୍ୟୁସନ ଯାଉଥିବା ବେଳେ ପାଣି ସୁଅରେ ସାଇକେଲ୍ ସହ ନାଳରେ ପଡିଯାଇଥିଲେ ଜ୍ୟୋତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ । ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ । ବିଳମ୍ବିତ ରାତି ଯାଏ ଚାଲିଥିଲା ସର୍ଚ୍ଚ ଅପରେସନ । ଆଜି ଜ୍ୟୋତିପ୍ରକାଶଙ୍କ ମୃତଦେହ ପଞ୍ଚଶଖା ନଗରରୁ ଉଦ୍ଧାର ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ସଞ୍ଜୀବ ରାୟ ଓ ବିକାଶ ଦାସ, ଇଟିଭି ଭାରତ

Last Updated : Sep 20, 2021, 3:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.