ଭୁବନେଶ୍ବର: ପେନାଲଟି ସୁଟ୍ ଆଉଟରେ ଇଜିପ୍ଟକୁ 6-5 ଗୋଲ୍ରେ ହରାଇଲା କୋରିଆ । ମଙ୍ଗଳବାର ଚତୁର୍ଥ ମ୍ୟାଚ୍ରେ ଇଜିପ୍ଟ ହକି ଟିମର ଚମତ୍କାର ବିଜୟ ।
ପ୍ରଥମେ ମ୍ୟାଚରେ ୪ଟି କ୍ଵାଟରରେ ସ୍କୋର 3-3 ରେ ବରାବର ହୋଇଥିଲା । ଏହା ପରେ ପେନାଲଟି ସୁଟ ଆଉଟରେ ଜରିଆରେ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ ପାଇଁ ନିଷ୍ପତ୍ତି ହୋଇଥିଲା ।
-
Full Time: Korea 3 - 3 Egypt
— International Hockey Federation (@FIH_Hockey) November 30, 2021 " class="align-text-top noRightClick twitterSection" data="
(Shoot-out: Korea 6 - 5 Egypt)
Joy for Korea!
Heartbreak for Egypt.
Korea defeat Egypt in the shoot-out of their classification match at the FIH Odisha Hockey Men's Junior World Cup 2021. #RisingStars #HockeyInvites #JWC2021 pic.twitter.com/oolslr3n1Z
">Full Time: Korea 3 - 3 Egypt
— International Hockey Federation (@FIH_Hockey) November 30, 2021
(Shoot-out: Korea 6 - 5 Egypt)
Joy for Korea!
Heartbreak for Egypt.
Korea defeat Egypt in the shoot-out of their classification match at the FIH Odisha Hockey Men's Junior World Cup 2021. #RisingStars #HockeyInvites #JWC2021 pic.twitter.com/oolslr3n1ZFull Time: Korea 3 - 3 Egypt
— International Hockey Federation (@FIH_Hockey) November 30, 2021
(Shoot-out: Korea 6 - 5 Egypt)
Joy for Korea!
Heartbreak for Egypt.
Korea defeat Egypt in the shoot-out of their classification match at the FIH Odisha Hockey Men's Junior World Cup 2021. #RisingStars #HockeyInvites #JWC2021 pic.twitter.com/oolslr3n1Z
କୋରିଆ ଏହି ମ୍ୟାଚକୁ ଜିତିନେଇଛି ୬-୫ ଗୋଲ୍ରେ ଜିତିନେଇଛି । ଏଥିସହ ଚଳିତ ବର୍ଷ ଜୁନିଅର ହକି ବିଶ୍ବକପରେ ପ୍ରଥମ ଥର ପାଇଁ ପେନାଲଟି ସୁଟ ଆଉଟରେ ଏକ ମ୍ୟାଚର ଫଳାଫଳ ବାହାରଛି । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ଜୁନିଅର ହକି ବିଶ୍ବକପର ନକଆଉଟ୍ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହେବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ