ETV Bharat / city

ପେନାଲଟି ସୁଟ୍‌ ଆଉଟରେ ଇଜିପ୍ଟକୁ ହରାଇଲା କୋରିଆ

author img

By

Published : Nov 30, 2021, 10:33 PM IST

ଚଳିତ ବର୍ଷ ଜୁନିଅର ହକି ବିଶ୍ବକପରେ ପ୍ରଥମ ଥର ପାଇଁ ପେନାଲଟି ସୁଟ ଆଉଟରେ ଏକ ମ୍ୟାଚର ଫଳାଫଳ ବାହାରଛି । ଇଜିପ୍ଟକୁ 6-5 ଗୋଲ୍‌ରେ ହରାଇଲା କୋରିଆ । ଅଧିକ ପଢନ୍ତୁ

Junior Hockey WC: Korea  beat Egypt in thrilling contest shootout
ପେନାଲଟି ସୁଟ୍‌ ଆଉଟରେ ଇଜିପ୍ଟକୁ ହରାଇଲା କୋରିଆ

ଭୁବନେଶ୍ବର: ପେନାଲଟି ସୁଟ୍‌ ଆଉଟରେ ଇଜିପ୍ଟକୁ 6-5 ଗୋଲ୍‌ରେ ହରାଇଲା କୋରିଆ । ମଙ୍ଗଳବାର ଚତୁର୍ଥ ମ୍ୟାଚ୍‌ରେ ଇଜିପ୍ଟ ହକି ଟିମର ଚମତ୍କାର ବିଜୟ ।

ପ୍ରଥମେ ମ୍ୟାଚରେ ୪ଟି କ୍ଵାଟରରେ ସ୍କୋର 3-3 ରେ ବରାବର ହୋଇଥିଲା । ଏହା ପରେ ପେନାଲଟି ସୁଟ ଆଉଟରେ ଜରିଆରେ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ପାଇଁ ନିଷ୍ପତ୍ତି ହୋଇଥିଲା ।

କୋରିଆ ଏହି ମ୍ୟାଚକୁ ଜିତିନେଇଛି ୬-୫ ଗୋଲ୍‌ରେ ଜିତିନେଇଛି । ଏଥିସହ ଚଳିତ ବର୍ଷ ଜୁନିଅର ହକି ବିଶ୍ବକପରେ ପ୍ରଥମ ଥର ପାଇଁ ପେନାଲଟି ସୁଟ ଆଉଟରେ ଏକ ମ୍ୟାଚର ଫଳାଫଳ ବାହାରଛି । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ଜୁନିଅର ହକି ବିଶ୍ବକପର ନକଆଉଟ୍‌ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହେବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.