ETV Bharat / city

ସ୍ମାର୍ଟସିଟିର ଟେକ୍ନୋଲୋଜି ମ୍ୟାନ ଜୟକୃଷ୍ଣ - ପରିବେଶ ପ୍ରଦୂଷଣ

ଘରେ ବସାଇଥିବା ବାୟୋଗ୍ୟାସ ପ୍ଲାଣ୍ଟ ଦ୍ବାରା କମ୍ପୋଷ୍ଟ କରନ୍ତି । ଆଉ ତାକୁ ବିନିଯୋଗ କରି ବାଡିରେ ଫଳାଇଛନ୍ତି ସତେଜ ପନିପରିବା । କେବଳ ପନିପରିବା ନୁହେଁ କମ୍ପୋଷ୍ଟକୁ ବ୍ୟବହାର କରି ସୁଗନ୍ଧିତ ଫୁଲକୁ ଫୁଟାଇବାରେ ସ୍ବାଗତଯୋଗ୍ୟ ପ୍ରୟାସ କରିଛନ୍ତି ଭୁବନେଶ୍ବରର ଜୟକୃଷ୍ଣ ରଥ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 9, 2019, 8:49 PM IST

ଭୁବନେଶ୍ବର: କଥାରେ ଅଛି ମନୋବଳ ଯଦି ସାଥ ଦିଏ ତେବେ ଜହ୍ନରେ ଘର କରିବା ବି ସମ୍ଭବ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ନିଜର ଅତ୍ୟାଧୁନିକ ବୁଦ୍ଧି କୌଶଳ ଖଟାଇ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖୁଛନ୍ତି ଭିଏସଏସ ନଗର ନିବାସୀ ଜୟକୃଷ୍ଣ ରଥ । ତେବେ କିଭଳି ସେ ପରିବେଶକୁ ନିଜସ୍ବ ଉଦ୍ୟମରେ ରକ୍ଷା କରୁଛନ୍ତି ଚାଲନ୍ତୁ ଜାଣିବା...

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ସ୍ମାର୍ଟ ସିଟି ଭୁବନେଶ୍ବର । ସକାଳ ନହେଉଣୁ, ମନରେ ଟେନସନ । କେତେବେଳେ ଅଳିଆ ବାଲା ଆସିଲେ ଘରର ଅଳିଆ ତାକୁ ଦେବା । ହେଲେ ଆମେ ଆଜି ଏମିତି ଜଣେ ମଣିଷଙ୍କ କଥା କହିବୁ, ଯିଏ କେବେ ଅଳିଆ ଫୋପାଡନ୍ତି ନାହିଁ । ଘରେ ବସାଇଥିବା ବାୟୋଗ୍ୟାସ ପ୍ଲାଣ୍ଟ ଦ୍ବାରା କମ୍ପୋଷ୍ଟ କରନ୍ତି । ଆଉ ତାକୁ ବିନିଯୋଗ କରି ବାଡିରେ ଫଳାଇଛନ୍ତି ସତେଜ ପନିପରିବା । କେବଳ ପନିପରିବା ନୁହେଁ କମ୍ପୋଷ୍ଟକୁ ବ୍ୟବହାର କରି ସୁଗନ୍ଧିତ ଫୁଲକୁ ଫୁଟାଇବାକୁ ମଧ୍ୟ କରିଛନ୍ତି ଏକ ସ୍ବାଗତଯୋଗ୍ୟ ପ୍ରୟାସ ।

ସେ ହେଉଛନ୍ତି ଭୁବନେଶ୍ବର ଭିଏସଏସ ନଗରରେ ରହୁଥିବା ଜୟକୃଷ୍ଣ ରଥ । ତାଙ୍କର ଏଭଳି ଏକ ଉଦ୍ୟମ ଯୋଗୁଁ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇ ପାରୁଛି । ଖାଲି ବାୟୋଗ୍ୟାସ ପ୍ଲାଣ୍ଟ କାହିଁକି, ବହୁ ପୂର୍ବରୁ 3.1 କିଲୋ ୱାଟର ସୋଲାର ପ୍ଲାଣ୍ଟ ମଧ୍ୟ ବସାଇଛନ୍ତି ଜୟକୃଷ୍ଣ । ନିଜେ ବ୍ୟବହାର ସହ ବଳକା ବିଜୁଳିକୁ ସେସୁକୁ ବିକ୍ରି ବି କରୁଛନ୍ତି । ଏବେ ଜୟକୃଷ୍ଣଙ୍କ ଫୋକସ ରହିଛି ବାୟୋଗ୍ୟାସ ପ୍ଲାଣ୍ଟରୁ କିପରି ରନ୍ଧନ ଗ୍ୟାସ ଉତ୍ପାଦନ କରିବେ । ଅଳିଆ ଆବର୍ଜନାରୁ କରିପାରିବେ ରୋଷେଇ । ଆଉ ଏଭଳି କାମ ପାଇଁ ପରିବାର ଲୋକେ ବି ବେଶ ଖୁସି ।

ସତରେ ଯଦି ଜୟକୃଷ୍ଣଙ୍କ ଭଳି ସଭିଏଁ ଏଭଳି ଆମ ଅସରନ୍ତି ଉତ୍ସକୁ ବ୍ୟବହାର କରନ୍ତେ ଦେଶ ତଥା ରାଜ୍ୟ ରେ ବିଜୁଳି ଓ ରନ୍ଧନ ଗ୍ୟାସର ନିଅଣ୍ଟ ହୁଅନ୍ତା ନାହିଁ କି ପରିବେଶ ପ୍ରଦୂଷିତ ବି ହୁଅନ୍ତା ନାହିଁ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭିଓ1) ସ୍ମାର୍ଟ ସିଟି ଭୁବନେଶ୍ବର । ସକାଳ ନହେଉଣୁ, ମନରେ ଟେନସନ । କେତେବେଳେ ଅଳିଆ ବାଲା ଆସିବ...ହୁଇସିଲ ମାରିବ । ଅଳିଆ ନେଇକି ଦେବା । ହେଲେ ଆମେ ଆଜି ଏମିତି ଜଣେ ମଣିଷଙ୍କ କଥା କହିବୁ, ଯିଏ କେବେ ଅଳିଆ ଫୋପାଡନ୍ତି ନାହିଁ । ଘରେ ବସାଇଥିବା ବାୟୋଗ୍ୟାସ ପ୍ଲାଣ୍ଟ ଦ୍ବାରା କମ୍ପୋଷ୍ଟ କରନ୍ତି । ଆଉ ତାକୁ ବିନିଯୋଗ କରି ବାଡିରେ ଫଳେ ସତେଜ ପନିପରିବା । ସୁଗନ୍ଧିତ ଫୁଲରେ ମହକିଯାଏ ପୁରା ପରିବେଶ ।

(ଭିଓ2) ଏ କାହାଣୀ, ଭୁବନେଶ୍ବର ଭିଏସଏସ ନଗର ନିବାସୀ ଜୟକୃଷ୍ଣ ରଥଙ୍କର । ଖାଲି ବାୟୋଗ୍ୟାସ ପ୍ଲାଣ୍ଟ କାହିଁକି, ବହୁ ପୂର୍ବରୁ 3.1 କିଲୋ ୱାଟର ସୋଲାର ପ୍ଲାଣ୍ଟ ମଧ୍ୟ ବସାଇଛନ୍ତି ଜୟକୃଷ୍ଣ । ନିଜେ ବ୍ୟବହାର ସହ ବଳକା ବିଜୁଳିକୁ ସେସୁକୁ ବିକ୍ରି ବି କରୁଛନ୍ତି । ଏବେ ଜୟକୃଷ୍ଣଙ୍କ ଫକୋସ ରହିଛି ବାୟୋଗ୍ୟାସ ପ୍ଲାଣ୍ଟରୁ କିପରି ରନ୍ଧନ ଗ୍ୟାସ ଉତ୍ପାଦନ କରିବେ । ଅଳିଆ ଆବର୍ଜନାରୁ କରିପାରିବେ ରୋଷେଇ ।
ବାଇଟ - ଜୟକୃଷ୍ଣ
ବାଇଟ -ଜୟକୃଷ୍ଣଙ୍କ ଝିଅ
ବାଇଟ -ଜୟକୃଷ୍ଣଙ୍କ ସ୍ତ୍ରୀ

ଫାଇନାଲ୍ ଭିଓ
ସତରେ ଯଦି ଜୟକୃଷ୍ଣଙ୍କ ଭଳି ସଭିଏଁ ଏଭଳି ଆମ ଅସରନ୍ତି ଉସ କୁ ବ୍ୟବହାର କରନ୍ତେ ଦେଶ ତଥା ରାଜ୍ୟ ରେ ବିଜୁଳି ଓ ରନ୍ଦନ ଗ୍ୟାସ ର ନିଅଣ୍ଟ ହୁଆନ୍ତା ନାହିଁ।
Body:ଭିଓ1) ସ୍ମାର୍ଟ ସିଟି ଭୁବନେଶ୍ବର । ସକାଳ ନହେଉଣୁ, ମନରେ ଟେନସନ । କେତେବେଳେ ଅଳିଆ ବାଲା ଆସିବ...ହୁଇସିଲ ମାରିବ । ଅଳିଆ ନେଇକି ଦେବା । ହେଲେ ଆମେ ଆଜି ଏମିତି ଜଣେ ମଣିଷଙ୍କ କଥା କହିବୁ, ଯିଏ କେବେ ଅଳିଆ ଫୋପାଡନ୍ତି ନାହିଁ । ଘରେ ବସାଇଥିବା ବାୟୋଗ୍ୟାସ ପ୍ଲାଣ୍ଟ ଦ୍ବାରା କମ୍ପୋଷ୍ଟ କରନ୍ତି । ଆଉ ତାକୁ ବିନିଯୋଗ କରି ବାଡିରେ ଫଳେ ସତେଜ ପନିପରିବା । ସୁଗନ୍ଧିତ ଫୁଲରେ ମହକିଯାଏ ପୁରା ପରିବେଶ ।

(ଭିଓ2) ଏ କାହାଣୀ, ଭୁବନେଶ୍ବର ଭିଏସଏସ ନଗର ନିବାସୀ ଜୟକୃଷ୍ଣ ରଥଙ୍କର । ଖାଲି ବାୟୋଗ୍ୟାସ ପ୍ଲାଣ୍ଟ କାହିଁକି, ବହୁ ପୂର୍ବରୁ 3.1 କିଲୋ ୱାଟର ସୋଲାର ପ୍ଲାଣ୍ଟ ମଧ୍ୟ ବସାଇଛନ୍ତି ଜୟକୃଷ୍ଣ । ନିଜେ ବ୍ୟବହାର ସହ ବଳକା ବିଜୁଳିକୁ ସେସୁକୁ ବିକ୍ରି ବି କରୁଛନ୍ତି । ଏବେ ଜୟକୃଷ୍ଣଙ୍କ ଫକୋସ ରହିଛି ବାୟୋଗ୍ୟାସ ପ୍ଲାଣ୍ଟରୁ କିପରି ରନ୍ଧନ ଗ୍ୟାସ ଉତ୍ପାଦନ କରିବେ । ଅଳିଆ ଆବର୍ଜନାରୁ କରିପାରିବେ ରୋଷେଇ ।
ବାଇଟ - ଜୟକୃଷ୍ଣ
ବାଇଟ -ଜୟକୃଷ୍ଣଙ୍କ ଝିଅ
ବାଇଟ -ଜୟକୃଷ୍ଣଙ୍କ ସ୍ତ୍ରୀ

ଫାଇନାଲ୍ ଭିଓ
ସତରେ ଯଦି ଜୟକୃଷ୍ଣଙ୍କ ଭଳି ସଭିଏଁ ଏଭଳି ଆମ ଅସରନ୍ତି ଉସ କୁ ବ୍ୟବହାର କରନ୍ତେ ଦେଶ ତଥା ରାଜ୍ୟ ରେ ବିଜୁଳି ଓ ରନ୍ଦନ ଗ୍ୟାସ ର ନିଅଣ୍ଟ ହୁଆନ୍ତା ନାହିଁ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.