ETV Bharat / city

‘ଡାକୋଟା ବିମାନ ଓଡିଶା ଫେରାଇ ଆଣ’ - ଜଗନ୍ନାଥ ସେନା

ରାଜ୍ୟର ଗୌରବକୁ ବଞ୍ଚାଇ ରଖାଯାଉ । ତୁରନ୍ତ ବିଜୁ ବାବୁଙ୍କ ବିମାନକୁ କଲିକତାରୁ ଉଦ୍ଧାର କରାଯାଇ ରାଜ୍ୟକୁ ଅଣାଯାଉ । ଡିଜିସିଏ ନିକଟରେ ଏହି ଦାବି କରିଛି ଜଗନ୍ନାଥ ସେନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 5, 2019, 8:20 PM IST

ଭୁବନେଶ୍ବର: ବିଜୁ ବାବୁଙ୍କ ଡାକୋଟା ବିମାନ ଉଦ୍ଧାର ପାଇଁ ବେସାମରିକ ଚଳାଚଳ ବିଭାଗ ନିକଟରେ ଦାବି କରିଛି ଜଗନ୍ନାଥ ସେନା । ଏହା ବିଜୁ ବାବୁ ଏବଂ ଓଡିଶାର ଗର୍ବ ଓ ଗୌରବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେଣୁ ଏହାକୁ ରାଜ୍ୟକୁ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ । ଡାକୋଟା ବିମାନକୁ ଏବେ କବାଡିଆଙ୍କୁ ବିକିବା ପାଇଁ ଯୋଜନା ହେଉଥିବାରୁ ଏହାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିକଟରେ ଏମିତି ଦାବି ହୋଇଛି ।

ଏନେଇ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଜୁ ବାବୁଙ୍କ ଡାକୋଟା ବିମାନ ଉଦ୍ଧାର ପାଇଁ ଦିଲ୍ଲୀ ରେ ବିମାନ ଚଳାଚଳ ବିଭାଗ ରେ ଭେଟିଛନ୍ତି ଜଗନ୍ନାଥ ସେନା ର ପ୍ରତିନିଧି ଦଳ ।ଏହା ବିଜୁ ବାବୁଙ୍କ ଏବଂ ଓଡ଼ିଶାର ଗର୍ବ ଓ ଗୈରବ ଏହି ଡାକୋଟା ବିମାନ କୁ ଏବେ କବାଡିଆ ଙ୍କୁ ବିକିବା ପାଇଁ ଯୋଜନା ହେଉଥିବାରୁ ଏହାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରଜ ଭେଟି ଓଡିଶା ଫେରାଇ ଆଣିବାକୁ ଦାବି କରିଛନ୍ତି ।Body:ଏନେଇ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିବା ପାଇଁ ଜଗନ୍ନାଥ ସେନା ର ସଭାପତି ।ଏହି ଡାକୋଟା ବିମାନ ରେ ବିଜୁ ବାବୁ ଇଣ୍ଡୋନେସିଆର ରାଷ୍ଟ୍ରପତି ଙ୍କୁ ଯୁଦ୍ଧ ସମୟରେ ରକ୍ଷା କରିଥିଲେ ।

Conclusion:ସୂଚନା ଅନୁସାରେ କୋଲକତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ହେଲେ ଏହାକୁ ଲୁହା ଦରରେ ନିଲାମ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.