ETV Bharat / city

IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମର ଅତିରିକ୍ତ ଦାୟିତ୍ବ

author img

By

Published : Dec 1, 2021, 8:59 AM IST

ବରିଷ୍ଠ IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ମିଳିଲା ଅତିରିକ୍ତ ଦାୟିତ୍ବ । ସେ ହୋମଗାଡ଼ କମାଣ୍ଡିଂ ଜେନେରାଲ ଓ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭଳି ଅତିରିକ୍ତ ଦାୟିତ୍ବ ତୁଲାଇଛନ୍ତି । ଅଧିକ ପଢନ୍ତୁ

IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ DG ଦାୟିତ୍ବ

ଭୁବନେଶ୍ବର: ବରିଷ୍ଠ IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ମିଳିଲା ଅତିରିକ୍ତ ଦାୟିତ୍ବ । ଅଗ୍ନିଶମ ସେବା ଡିଜି ଏମ. ଅକ୍ଷୟ ଚାକିରିରୁ ଅବସର ନେବା ପରେ ଏହି ଅତିରିକ୍ତ ଦାୟିତ୍ବ ଅରୁଣଙ୍କୁ ଦିଆଯାଇଛି ।

1988 ବ୍ୟାଚର ବରିଷ୍ଠ IPS ତଥା ସ୍ବତନ୍ତ୍ର ଡିଜି ଅରୁଣ କୁମାର ରାୟ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେ ହୋମଗାଡ଼ କମାଣ୍ଡିଂ ଜେନେରାଲ ଓ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭଳି ଅତିରିକ୍ତ ଦାୟିତ୍ବ ତୁଲାଇଛନ୍ତି । ଏବେ ସେ ସ୍ବତନ୍ତ୍ର ଡିଜି(କମ୍ୟୁନିକେଶନ) ଭାବେ କାର୍ଯ୍ୟ କରୁଛନ୍ତି । ଏହି ଦାୟତ୍ବ ସହ ଉପରୋକ୍ତ ଦାୟିତ୍ବଗୁଡ଼ିକୁ ସେ ଅତିରିକ୍ତ ଭାବେ ତୁଲାଇବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.