ଭୁବନେଶ୍ବର: ଖୁବ ଶୀଘ୍ର ରାଜ୍ୟ ଭିତରେ ରାଜ୍ୟ -ରାଜ୍ୟ ମଧ୍ୟରେ ଆରମ୍ଭ ହେବ ବସ ସେବା । ଏନେଇ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଲକଡାଉନ 4.0 ଲାଗୁ ହେବା ପରେ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ହୋଇଛି ବ୍ୟବସ୍ଥା ।
ତେବେ ପୂର୍ବଭଳି ନିୟମାନୁସାରେ 50 ପ୍ରତିଶତ ଯାତ୍ରୀ ନେଇ ବସ ଚଳାଚଳ କରିବା ନିୟମ ଅବ୍ୟାହତ ରହିଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ