ETV Bharat / city

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦ୍ବାରା ମେଡିକାଲରେ ଡିଜିଟାଲ ଡିସପ୍ଲେ ସେବା ଆରମ୍ଭ - ମେଡିକାଲ କଲେଜ

ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଡିଜିଟାଲ ଡିସପ୍ଲେ ସେବା ଆରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କ୍ୟାପିଟାଲ ହସପିଟାଲରୁ ଏହି ସେବାର ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 9, 2019, 2:22 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଡିଜିଟାଲ ଡିସପ୍ଲେ ସେବା ଆରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କ୍ୟାପିଟାଲ ହସପିଟାଲରୁ ଏହି ସେବାର ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ହସପିଟାଲରେ ରୋଗୀଙ୍କୁ ଉପଲବ୍ଧ ସେବା ସମ୍ପର୍କରେ ସୂଚନା ଯୋଗାଇ ଦିଆଯିବ ।

ପ୍ରତ୍ୟେକ ଦିନ କେଉଁ ସେବା ଯୋଗାଇ ଦିଆଯିବ, ସେ ନେଇ ସୂଚନା ଦିଆଯିବ । ଉପସ୍ଥିତ ରହିଥିବା ଡାକ୍ତର ଓ ଡାକ୍ତରଙ୍କ ନମ୍ବର ଡିସପ୍ଲେରେ ସୂଚନା ଦିଆଯିବ। ଷ୍ଟକ ମେଡିସିନ ଓ ବ୍ଲଡ଼ ବ୍ୟାଙ୍କରେ ଉପଲବ୍ଧ ବ୍ଲଡ଼ର ସୂଚନା ଦିଆଯିବ । ଏହା ସହ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଡିସପ୍ଲେ ଏଲଇଡି ସେବା ଆରମ୍ଭ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯେଉଁ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ସୂଚନା ଦିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି । ଯାହା ଦ୍ବାରା ରୋଗୀ ବେଶ ଉପକୃତ ହୋଇପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମେଡିକାଲରେ ଡିସପ୍ଲେ ସେବା ଆରମ୍ଭ। ପ୍ରତି ମୁହୂର୍ତ୍ତରେ ଦିଆଯିବ ରୋଗୀଙ୍କୁ ସୂଚନା।

ଏଣିକି ହସ୍ପିଟାଲ ମାନଙ୍କରେ ଲାଗିବ ଡିସ ପ୍ଲେ। ରୋଗୀମାନଙ୍କୁ ମିଳିବ ହସ୍ପିଟାଲ ବିଷୟରେ ଠୋସ ସୂଚନା। ରୋଗୀ କୌଣସି ମୁହୂର୍ତ୍ତ ରେ ଅସୁବିଧାର ସମ୍ମୁଖୀନ ନହେବେ। ସେଥିପାଇଁ ଡ଼ାକ୍ତର ଙ୍କ ନାମ ସହ ଡାକ୍ତରଙ୍କ ନମ୍ବର ଦିଆଯିବ। ରୋଗୀ ଯେପରି ବିନା ଅସୁବିଧାର ଚିକିତ୍ସ ହୋଇପାରିବ।

Body:

କ୍ୟାପିଟାଲ ହସ୍ପିଟାଲରେ ଡିସପ୍ଲେ ଏଲ ଇ ଡି ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ପ୍ରତ୍ୟକ ଦିନ କେଉଁ ସେବା ଯୋଗାଇ ଦିଆଯିବ, ସେନେଇ ସୂଚନା ଦିଆଯିବ। ଉପସ୍ଥିତି ରହିଥିବା ଡାକ୍ତର ଓ ଡାକ୍ତରଙ୍କ ନମ୍ବର ଦିସ ପ୍ଲେ ରେ ସୂଚନା ଦିଆଯିବ। ଷ୍ଟକ ମେଡିସିନି ଓ ବ୍ଲଡ଼ ବ୍ୟାଙ୍କରେ ଉଅପଲବ୍ଧି ବ୍ଲଡ଼ ର ସୂଚନା ଦିଆଯିବ। ଏହା ସହ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଡିସ ପ୍ଲେ ଏଲ ଇ ଡି ସେବା ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।
ଏହା ସହ କ୍ୟାପିଟାଲ ହସ୍ପିଟାଲ ର ନିର୍ଦେଶକ କହିଛନ୍ତି ଯେ ଯେଉଇଁ ରୋଗୀମାନେ ଚିକତ୍ସା ହେବା ଓଅଇଁ ଆସୁଛନ୍ତି ସେମାଙ୍କୁ ସମସ୍ତ ପ୍ରକାର ସୂଚନା ଦିଆଯିବ। ଯାହା ଫଳରେ ସେମାନେ କୌଣସି ମୁହୂର୍ତ୍ତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନ।

Byte, ନବକିଶୋର ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ।
Byte, ଅଶୋକ କୁମାର ପଟ୍ଟନାୟକ, କ୍ୟାପିଟାଲ ହସ୍ପିଟାଲ, ନିର୍ଦେଶକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.