ETV Bharat / city

ସଂକ୍ରମଣ ବଢୁଛି, କିନ୍ତୁ ହସ୍ପିଟାଲରେ ଚାପ ବଢୁନାହିଁ: ଜିଲ୍ଲାପାଳ - କଟକରେ ବଢୁଛି ସଂକ୍ରମଣ

ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିଚାଲିଛି । ଦ୍ବିତୀୟ ଲହରୀ ଭଳି ତୃତୀୟ ଲହରୀରେ ଏହାର ସଂକ୍ରମଣ ହାର ଦ୍ରୁତ ଗତିରେ ମାଡି ଚାଲିଛି । ଅଧିକ ପଢନ୍ତୁ

ଜିଲ୍ଲାପାଳ
ଜିଲ୍ଲାପାଳ
author img

By

Published : Jan 15, 2022, 10:40 PM IST

କଟକ: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିଚାଲିଛି । ଦ୍ବିତୀୟ ଲହରୀ ଭଳି ତୃତୀୟ ଲହରୀରେ ଏହାର ସଂକ୍ରମଣ ହାର ଦ୍ରୁତ ଗତିରେ ମାଡି ଚାଲିଛି।

ସଂକ୍ରମଣ ବଢୁଛି, କିନ୍ତୁ ହସ୍ପିଟାଲରେ ଚାପ ବଢୁନାହିଁ: ଜିଲ୍ଲାପାଳ

କିନ୍ତୁ ହସ୍ପିଟାଲାଇଜଡ ସଂଖ୍ୟା କମ ରହିଛି। ଯିଏ କରୋନା ସଂକ୍ରମଣ ହେଉଛି ତାକୁ ହସ୍ପିଟାଲକୁ ଯିବାକୁ ପଡୁନାହିଁ। ଖୁବ କମ ଦିନ ମଧ୍ୟରେ ସୁସ୍ଥ ହୋଇଯାଉଥିବା ଜଣାପଡିଛି। ତେବେ କଟକରେ ବି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ବି ଖୁବ କମ ସଂକ୍ରମିତ ହସ୍ପିଟାଲ ଯାଉଛନ୍ତି।

ଏହାକୁ ନେଇ କଟକ ଜିଲ୍ଲାପାଳ କହିଛନ୍ତି ହସ୍ପିଟାଲ ଉପରେ ଚାପ ପଡୁନାହିଁ । ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ତଥାପି ସମସ୍ତଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.