ETV Bharat / city

ମେ ଫେୟାରରେ ଖେଳାଳିଙ୍କୁ ବିପୁଳ ସ୍ବାଗତ, ଅପେକ୍ଷା କରିଛି ସୁଆଦିଆ ଖାଦ୍ୟ - hotel may fair

ମେ ଫେୟାରରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ଖେଳାଳି । ପରଷାଯିବ ସୁଆଦିଆ ଖାଦ୍ୟ । ଅଧିକ ପଢନ୍ତୁ..

ମେ' ଫେୟାରରେ ଖେଳାଳିଙ୍କୁ ବିପୁଳ ସ୍ବାଗତ, ଅପେକ୍ଷା କରିଛି ସୁଆଦିଆ ଖାଦ୍ୟ

author img

By

Published : Dec 19, 2019, 2:54 PM IST

ଭୁବନେଶ୍ବର: ମେ ଫେୟାରରେ ଟିମ୍‌ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ଖେଳାଳି । ଏୟାରପୋର୍ଟରୁ ସିଧାସଳଖ ଜୟଦେବ ବିହାରସ୍ଥିତ ମେ ଫେୟାର ହୋଟେଲକୁ ଆସିଥିଲେ ଖେଳାଳି । କଡା ସୁରକ୍ଷା ବଳୟରେ ଖେଳାଳିଙ୍କୁ ଅଣାଯାଇଥିଲା ହୋଟେଲ ।

ମେ ଫେୟାରରେ ଖେଳାଳିଙ୍କୁ ବିପୁଳ ସ୍ବାଗତ, ଅପେକ୍ଷା କରିଛି ସୁଆଦିଆ ଖାଦ୍ୟ

ଖେଳାଳିଙ୍କୁ ହୋଟେଲ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ତେବେ ଉଭୟ ଦଳର ଖେଳାଳିଙ୍କ ଲାଗି ମେ ଫେୟାରରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ମେନ୍ୟୁ ।

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ବତନ୍ତ୍ର ବସ୍ ଯୋଗେ ଦୁଇର ଟିମ ଖେଳାଳି ହୋଟେଲ ମେ’ ଫେୟାର ଯାଇଛନ୍ତି । ମେ ଫେୟାର ହୋଟେଲରେ ନାଚଗୀତ ମାଧ୍ୟମରେ ଖେଳାଳିଙ୍କର ସ୍ବାଗତ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.