ETV Bharat / city

ଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ପ୍ରତିଷ୍ଠା ହେଲା ନୂଆ ଟିସୁ କଲଚର ଲ୍ୟାବ

ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା ବିଜ୍ଞାନ କେନ୍ଦ୍ରରେ ଆରମ୍ଭ ହେଲା 73 ଲକ୍ଷ ଟଙ୍କାର ଆର୍କିଡିୟମ । ଯାହାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରା ଆରୁଖ ଉଦଘାଟନ କରିଛନ୍ତି ।

author img

By

Published : Jun 28, 2019, 11:57 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଫୁଲ ଚାଷୀଙ୍କ ପାଇଁ ଖୋଲିଲା ରେଜଗାରର ନୂଆ ବାଟ । ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା ବିଜ୍ଞାନ କେନ୍ଦ୍ରରେ ଆରମ୍ଭ ହେଲା 73 ଲକ୍ଷ ଟଙ୍କାର ଆର୍କିଡିୟମ । ଯାହାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରା ଆରୁଖ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅର୍କିଡ଼ ଫୁଲ ଯାହା ବର୍ତ୍ତମାନ ବିବାହ ଓ ପାର୍ଟିରେ ବେଶ ଶେଭା ପାଉଛି । କାରଣ ଏହି ଫୁଲ ଦୀର୍ଘଦିନ ଧରି ସତେଜ ରୁହେ । ଲୋକଙ୍କ ପସନ୍ଦକୁ ଆଖି ଆଗରେ ରଖି ଓଡିଶାରେ ଏହି ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରରେ ଏବେ ଅର୍କିଡ଼ ଫୁଲକୁ ନେଇ ଆରମ୍ଭ ହେଇଛି 73 ଲକ୍ଷର ଟିସୁ କଲଚର ଲ୍ୟାବ । ଯାହାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସହ ମିଳିତ ଚେଷ୍ଟାରେ ଏହି ଲ୍ୟାବ ତିଆରି କରାଯାଇଥିବା ବେଳେ ଶିମିଳିପାଳ, ମହେନ୍ଦ୍ରଗିରି, କେନ୍ଦୁଝର ଆଦି ଅଞ୍ଚଳରେ ଦେଖା ଯାଉଥିବା ଅର୍କିଡ଼ ଫୁଲ ସହ 217ଟି ହାଇବ୍ରିଡ଼ ଅର୍କିଡ଼ ମଧ୍ୟ ଏଠାରେ ସ୍ଥାନ ପାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଫୁଲ ଚାଷୀ ଙ୍କ ପାଇଁ ଖୋଲିଲା ରେଜଗାର ର ନୂଆ ବାଟ, ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା ବିଜ୍ଞାନ କେନ୍ଦ୍ର ରେ ଆରମ୍ଭ ହେଲା 73 ଲକ୍ଷ ଆର୍କିଡିୟମ

Body:ଅର୍କିଡ଼ ଫୁଲ ଯାହାକି ବର୍ତ୍ତମାନ ବିବାହ ,ପାର୍ଟି ରେ ବେଶ ଶେଭା ପାଉଛି କାରଣ ଏହି ଫୁଲ ଦୀର୍ଘ ଦିନ ଧରି ସତେଜ ରୁହେ। ଆଉ ଏବେ ଏହି ଫୁଲ ର ବ୍ୟବସାୟ କରିପାରିବେ ଆମ ଓଡ଼ିଶା ର ଚାଷୀ ଭାଇ ଓ ଭଉଣୀ ମାନେ। ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ରେ ଏବେ ଅର୍କିଡ଼ ଫୁଲ କୁ ନେଇ ଆରମ୍ଭ ହେଇଛି 73 ଲକ୍ଷ ର ଟିସୁ କଲଚର ଲେବ। ରାଜ୍ୟ ଜଂଗଲ ଓ ପରିବେଶ ବିଭାଗ ସହ ମିଳିତ ଚେଷ୍ଟା ରେ ଏହି ଲ୍ୟାବ ତିଆରୀ କରାଯାଇଥିବା ବେଳେ ଶିମିଳିପାଳ, ମହେନ୍ଦ୍ରଗିରି, କେନ୍ଦୁଝର ଆଜି ଅଞ୍ଚଳ ରେ ଦେଖା ଯାଉଥିବା ଅର୍କିଡ଼ ଫୁଲ ସହ 217 ଟି ହାଇବ୍ରୀଡ଼ ଅର୍କିଡ଼ ଏଠି ସ୍ଥାନ ପାଇଛି।

ବାଇଟ ରେବିକା ନାୟର ,ଆଇ ଏଫ ଏସ
ବାଇଟ ବିକ୍ରମ କେଶରୀ ଆରୁଖ , ମନ୍ତ୍ରୀ,ଜଂଗଲ ଓ ପରିବେଶ ବିଭାଗ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.