ETV Bharat / city

ଭୁବନେଶ୍ବରରେ କୋରୋନା ରେକର୍ଡ, ମହିଶାଖାଲ ବସ୍ତିରେ 45 ସଂକ୍ରମିତ - ବିଜେବି ନଗରର ମହିଶାଖାଲ ବସ୍ତିରେ 45 ସଂକ୍ରମିତ

ଆଜି(ଶୁକ୍ରବାର) ଗୋଟିଏ ଦିନରେ 248 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବିଜେବି ନଗରର ମହିଶାଖାଲ ବସ୍ତିରେ 45 ଜଣ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏସସିର ଚିନ୍ତା ବଢିଯାଇଛି ।

Bhubaneswar
ମହିଶାଖାଲ ବସ୍ତିରେ 45 ସଂକ୍ରମିତ
author img

By

Published : Jul 24, 2020, 6:47 PM IST

ଭୁବନେଶ୍ବର: ରାଜଧାନୀରେ ବେକାବୁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି(ଶୁକ୍ରବାର) ଗୋଟିଏ ଦିନରେ 248 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବିଜେବି ନଗରର ମହିଶାଖାଲ ବସ୍ତିରେ 45 ଜଣ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏସସିର ଚିନ୍ତା ବଢିଯାଇଛି ।

ଭୁବନେଶ୍ବରରେ ବଢ଼ୁଛି କୋରୋନା ଟେନସନ । ଆଜି 248 ଜଣ କୋରୋନା ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ 207 ଏବଂ 41 ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ମହିଶାଖାଲ ବସ୍ତିରେ ସର୍ବାଧିକ 45 ଜଣ ଚିହ୍ନଟ ହୋଇଥିବାବେଳେ 27 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ, 20 ଜଣ ନୟାପଲ୍ଲୀର ସୀତାପୁର ବସ୍ତି ଅଞ୍ଚଳର, 6 ଜଣ ଲକ୍ଷ୍ମୀବିହାର ଅଞ୍ଚଳର ଲେନ-2, 6 ଜଣ ନାୟାପଲ୍ଲୀ ଅଞ୍ଚଳର ତ୍ରିନାଥ ବସ୍ତି, 6 ଜଣ ନୟାପଲ୍ଲୀ ଅଞ୍ଚଳର ଗାନ୍ଧୀବସ୍ତି, 5 ଜଣ ଲକ୍ଷ୍ମୀସାଗର ଅଞ୍ଚଳର, 3 ଜଣ ଆଇଆରସି ଭିଲେଜ ଏନ-6 ଅଞ୍ଚଳର, 3 ଜଣ ଚିନ୍ତାମାନିଶ୍ବର ଅଞ୍ଚଳର, 2 ଜଣ ହେଉଛନ୍ତି ୟୁନିଟ-9 ଅଞ୍ଚଳର, 2 ଜଣ ୟୁନିଟ-3 ଅଞ୍ଚଳର, 2 ଜଣ ପଟିଆ ଅଞ୍ଚଳର, ଗାଢ଼କଣ, ପଳାଉସୁନି, ସଳେଶ୍ରୀ ବିହାର, ଡୁମଡୁମା, ଓଲଡ଼ ଟାଉନ, ଗଙ୍ଗନଗର, କଳିଙ୍ଗ ବିହାର, ୟୁନିଟ 4, ରସୁଲଗଡ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି ଭାବରେ 4 ଜଣ ରାଜମହଲ ଅଞ୍ଚଳର ଏକ କମ୍ପାନୀର କର୍ମଚାରୀ, 2 ଜଣ ଜୟଦେବ ବିହାର, 2 ଜଣ ଅଶୋକ ନଗର ଅଞ୍ଚଳରୁ ଚିହ୍ନଟ କରାଯାଇଛି। ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ 41 ଜଣ ଚିହ୍ନଟ ହୋଇଛନ୍ତି। ସେଥିରୁ 3 ଜଣ ଆଇଆରସି ଭିଲେଜ ଅଞ୍ଚଳର ଏନ-6 ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ, 2 ଜଣ ଖଣ୍ଡଗିରି, 2 ଜଣ ସରକାରୀ ହସ୍ପିଟାଲର କର୍ମଚାରୀ, 2 ଜଣ ଖଣ୍ଡଗିରି ଅଞ୍ଚଳର ବାରି ଅଞ୍ଚଳର, 2 ଜଣ ଲକ୍ଷ୍ମୀସାଗର ଅଞ୍ଚଳର ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ପଳାଶୁଣି, ବରମୁଣ୍ଡା, ମଞ୍ଚେଶ୍ବର, ଚକେଇସିଆଣି, ଗ୍ୟାରେଜ ଛକ, ନୟାପଲ୍ଲୀ , ୟୁନିଟ-9, ରସୁଲଗଡ, ସ୍ବସ୍ତୀ ନଗର, ଭୀମଟାଙ୍ଗି, ନୀଳାଦ୍ରି ବିହାର, ପାତ୍ରପଡା, ସାଲିଆ ସାହି, ଗାଡକାନ, ବରମୁଣ୍ଡା, ୟୁନିଟ-4, ଆଇଗିନିଆ, ପଟିଆ ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭୁବନେଶ୍ବରରେ ଶୁକ୍ରବାର 29 ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ 1,717 ମୋଟ ଆକ୍ରାନ୍ତ ରହିଥିବା ବେଳେ 834 ସୁସ୍ଥ ହୋଇଛନ୍ତି । ଏବେ ବି 870 ସକ୍ରିୟ ଅଛନ୍ତି ଓ 11 ଜଣ ଆଖି ବୁଝିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.