ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 956 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 375 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 90 ହଜାର 796 ଜଣ ସୁସ୍ଥ ହୋଇଛନ୍ତି ।
-
The total recovered cases of Odisha now stand at 990796
— H & FW Dept Odisha (@HFWOdisha) August 28, 2021 " class="align-text-top noRightClick twitterSection" data="
">The total recovered cases of Odisha now stand at 990796
— H & FW Dept Odisha (@HFWOdisha) August 28, 2021The total recovered cases of Odisha now stand at 990796
— H & FW Dept Odisha (@HFWOdisha) August 28, 2021
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୧୨, ପୁରୀରୁ ୩୧, ଅନୁଗୋଳରୁ ୯, ବଲାଙ୍ଗୀରରୁ ୧୭, ବରଗଡ଼ରୁ ୭, ଦେବଗଡରୁ ୧୦, ସମ୍ବଲପୁରରୁ ୧୩, ଯାଜପୁରରୁ ୫୬, ମୟୂରଭଞ୍ଜରୁ ୨୭, ଗଞ୍ଜାମରୁ ୧୧, କେନ୍ଦୁଝରରୁ ୧୯, ନୟାଗଡ଼ରୁ ୧୭, କେନ୍ଦ୍ରାପଡାରୁ ୨୪, ସୁନ୍ଦରଗଡରୁ ୧୩, ଜଗତସିଂହପୁରରୁ ୨୯, କୋରାପୁଟରୁ ୨, ବାଲେଶ୍ବରରୁ ୨୭, ଭଦ୍ରକରୁ ୧୨, କନ୍ଧମାଳରୁ ୬, ମାଲକାନଗିରିରୁ ୫, ଢ଼େଙ୍କାନାଳରୁ ୨୫,ରାୟଗଡାରୁ ୯ ଓ ଷ୍ଟେଟ୍ ପୁଲ୍ରୁ ୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
-
Another 956 Covid patients have recovered and are being discharged on 28.08.2021
— H & FW Dept Odisha (@HFWOdisha) August 28, 2021 " class="align-text-top noRightClick twitterSection" data="
375 from Khordha
112 from Cuttack
56 from Jajapur
31 from Puri
29 from Jagatsinghpur
27 from Baleswar
27 from Mayurbhanj
25 from Dhenkanal
24 from Kendrapara
19 from Keonjhar
17 from Bolangir
">Another 956 Covid patients have recovered and are being discharged on 28.08.2021
— H & FW Dept Odisha (@HFWOdisha) August 28, 2021
375 from Khordha
112 from Cuttack
56 from Jajapur
31 from Puri
29 from Jagatsinghpur
27 from Baleswar
27 from Mayurbhanj
25 from Dhenkanal
24 from Kendrapara
19 from Keonjhar
17 from BolangirAnother 956 Covid patients have recovered and are being discharged on 28.08.2021
— H & FW Dept Odisha (@HFWOdisha) August 28, 2021
375 from Khordha
112 from Cuttack
56 from Jajapur
31 from Puri
29 from Jagatsinghpur
27 from Baleswar
27 from Mayurbhanj
25 from Dhenkanal
24 from Kendrapara
19 from Keonjhar
17 from Bolangir
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ