ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 956 କୋରୋନା ଆକ୍ରାନ୍ତ

author img

By

Published : Aug 28, 2021, 9:08 PM IST

ରାଜ୍ୟରୁ ଆଜି ଦିନକରେ 956 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 90 ହଜାର 796ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 956 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 956 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 956 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 375 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 90 ହଜାର 796 ଜଣ ସୁସ୍ଥ ହୋଇଛନ୍ତି ।

  • The total recovered cases of Odisha now stand at 990796

    — H & FW Dept Odisha (@HFWOdisha) August 28, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୧୨, ପୁରୀରୁ ୩୧, ଅନୁଗୋଳରୁ ୯, ବଲାଙ୍ଗୀରରୁ ୧୭, ବରଗଡ଼ରୁ ୭, ଦେବଗଡରୁ ୧୦, ସମ୍ବଲପୁରରୁ ୧୩, ଯାଜପୁରରୁ ୫୬, ମୟୂରଭଞ୍ଜରୁ ୨୭, ଗଞ୍ଜାମରୁ ୧୧, କେନ୍ଦୁଝରରୁ ୧୯, ନୟାଗଡ଼ରୁ ୧୭, କେନ୍ଦ୍ରାପଡାରୁ ୨୪, ସୁନ୍ଦରଗଡରୁ ୧୩, ଜଗତସିଂହପୁରରୁ ୨୯, କୋରାପୁଟରୁ ୨, ବାଲେଶ୍ବରରୁ ୨୭, ଭଦ୍ରକରୁ ୧୨, କନ୍ଧମାଳରୁ ୬, ମାଲକାନଗିରିରୁ ୫, ଢ଼େଙ୍କାନାଳରୁ ୨୫,ରାୟଗଡାରୁ ୯ ଓ ଷ୍ଟେଟ୍‌ ପୁଲ୍‌ରୁ ୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 956 Covid patients have recovered and are being discharged on 28.08.2021

    375 from Khordha
    112 from Cuttack
    56 from Jajapur
    31 from Puri
    29 from Jagatsinghpur
    27 from Baleswar
    27 from Mayurbhanj
    25 from Dhenkanal
    24 from Kendrapara
    19 from Keonjhar
    17 from Bolangir

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.