ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 843 କୋରୋନା ଆକ୍ରାନ୍ତ - Corona Infected

ରାଜ୍ୟରୁ ଦିନକରେ 843 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 92 ହଜାର 473ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଆଜି ରାଜ୍ୟରୁ ସୁସ୍ଥ ହେଲେ 843 କୋରୋନା  ଆକ୍ରାନ୍ତ

author img

By

Published : Aug 30, 2021, 8:08 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ 843 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 349 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 92 ହଜାର 473 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 843 Covid patients have recovered and are being discharged on 30.08.2021

    349 from Khordha
    134 from Cuttack
    45 from Jajapur
    32 from Puri
    23 from Baleswar
    20 from Sambalpur
    18 from Mayurbhanj
    18 from Nayagarh
    17 from Jagatsinghpur
    14 from Dhenkanal
    12 from Deogarh

    — H & FW Dept Odisha (@HFWOdisha) August 30, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୩୪, ପୁରୀରୁ ୩୨,ଅନୁଗୋଳରୁ ୭, ବଲାଙ୍ଗୀରରୁ ୨, ବରଗଡ଼ରୁ ୭, ଯାଜପୁରରୁ ୪୫, କଳାହାଣ୍ଡିରୁ ୨, ମୟୂରଭଞ୍ଜରୁ ୧୮, ରାୟଗଡ଼ାରୁ ୮, ଗଞ୍ଜାମରୁ ୬, କେନ୍ଦୁଝରରୁ ୨, ନୟାଗଡ଼ରୁ ୧୮, ଜଗତସିଂହପୁରରୁ ୧୭, କୋରାପୁଟରୁ ୫, ବାଲେଶ୍ବରରୁ ୨୩, ଭଦ୍ରକରୁ ୧୦, କେନ୍ଦ୍ରାପଡ଼ାରୁ ୧୨, ଦେବଗଡ଼ରୁ ୧୨, ସୁନ୍ଦରଗଡରୁ ୮, କନ୍ଧମାଳରୁ ୪, ମାଲକାନଗିରିରୁ ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.