ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 793 କୋରୋନା ଆକ୍ରାନ୍ତ - Health & Family welfare Department

ରାଜ୍ୟରୁ ଆଜି ଦିନକରେ 793 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 3ହଜାର 603ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 793 କୋରୋନା ଆକ୍ରାନ୍ତ

author img

By

Published : Sep 14, 2021, 7:21 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ 793 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 343 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 3ହଜାର 603 ଜଣ ସୁସ୍ଥ ହୋଇଛନ୍ତି ।

  • Another 793 Covid patients have recovered and are being discharged on 14.09.2021

    343 from Khordha
    109 from Cuttack
    34 from Baleswar
    22 from Jagatsinghpur
    21 from Mayurbhanj
    20 from Puri
    19 from Jajapur
    16 from Sundargarh
    15 from Kendrapara
    14 from Bhadrak
    14 from Keonjhar

    — H & FW Dept Odisha (@HFWOdisha) September 14, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 109 , ପୁରୀରୁ 20, ଅନୁଗୋଳରୁ 10, ବରଗଡ଼ରୁ 5, ଯାଜପୁରରୁ 19, ମୟୂରଭଞ୍ଜରୁ 21, ବଲାଙ୍ଗୀର 4, ରାୟଗଡ଼ାରୁ 3, ଗଞ୍ଜାମରୁ 4, ଢେଙ୍କାନାଳରୁ 10, କେନ୍ଦୁଝରରୁ 14, ନୟାଗଡ଼ରୁ 6, ଜଗତସିଂହପୁରରୁ 22, ଝାରସୁଗୁଡାରୁ 2, କୋରାପୁଟରୁ 8, ବାଲେଶ୍ବରରୁ 34, ଭଦ୍ରକରୁ 14, ଦେବଗଡ଼ରୁ 3, ସୁନ୍ଦରଗଡରୁ 16, ମାଲକାନଗିରିରୁ ୩ ଓ ଷ୍ଟେଟ୍‌ ପୁଲ୍‌ରୁ 83 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.