ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 719 କୋରୋନା ଆକ୍ରାନ୍ତ - Corona Recovered

ରାଜ୍ୟରୁ ଆଜି ଦିନକରେ 719 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 5ହଜାର 564ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 719 କୋରୋନା ଆକ୍ରାନ୍ତ

author img

By

Published : Sep 17, 2021, 6:34 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶୁକ୍ରବାର) ରାଜ୍ୟରେ 719 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 315 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 5ହଜାର 564 ଜଣ ସୁସ୍ଥ ହୋଇଛନ୍ତି ।

  • Another 719 Covid patients have recovered and are being discharged on 17.09.2021

    315 from Khordha
    68 from Cuttack
    33 from Baleswar
    26 from Sundargarh
    23 from Jagatsinghpur
    21 from Puri
    19 from Jajapur
    19 from Mayurbhanj
    18 from Kendrapara
    13 from Bargarh
    12 from Koraput

    — H & FW Dept Odisha (@HFWOdisha) September 17, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 68, ପୁରୀରୁ 21, ଅନୁଗୋଳରୁ 4, ବରଗଡ଼ରୁ 13, ଯାଜପୁରରୁ 19, ମୟୂରଭଞ୍ଜରୁ 19, ବଲାଙ୍ଗୀରରୁ 2, ରାୟଗଡ଼ାରୁ 1, ଗଞ୍ଜାମରୁ 3, ଢେଙ୍କାନାଳରୁ 9, କେନ୍ଦୁଝରରୁ 8, ନୟାଗଡ଼ରୁ 9, ଜଗତସିଂହପୁରରୁ 23, ଝାରସୁଗୁଡାରୁ 7, ନୂଆପଡାରୁ 3, ସମ୍ବଲପୁରରୁ 10, କୋରାପୁଟରୁ 12, ବାଲେଶ୍ବରରୁ 33, ଭଦ୍ରକରୁ 5, ଦେବଗଡ଼ରୁ 6, ନବରଙ୍ଗପୁରରୁ 4, ମାଲକାନଗିରିରୁ 1 ଓ ଷ୍ଟେଟ୍‌ ପୁଲ୍‌ରୁ 74 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • The total recovered cases of Odisha now stand at 1005564

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.