ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ ୫୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୩୬ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୮ହଜାର ୨୨୬ ଜଣ ସୁସ୍ଥ ହୋଇଛନ୍ତି ।
-
Another 560 Covid patients have recovered and are being discharged on 21.09.2021
— H & FW Dept Odisha (@HFWOdisha) September 21, 2021 " class="align-text-top noRightClick twitterSection" data="
236 from Khordha
77 from Cuttack
30 from Jajapur
25 from Sundargarh
23 from Jagatsinghpur
22 from Baleswar
22 from Mayurbhanj
18 from Puri
10 from Bhadrak
7 from Nayagarh
6 from Kendrapara
">Another 560 Covid patients have recovered and are being discharged on 21.09.2021
— H & FW Dept Odisha (@HFWOdisha) September 21, 2021
236 from Khordha
77 from Cuttack
30 from Jajapur
25 from Sundargarh
23 from Jagatsinghpur
22 from Baleswar
22 from Mayurbhanj
18 from Puri
10 from Bhadrak
7 from Nayagarh
6 from KendraparaAnother 560 Covid patients have recovered and are being discharged on 21.09.2021
— H & FW Dept Odisha (@HFWOdisha) September 21, 2021
236 from Khordha
77 from Cuttack
30 from Jajapur
25 from Sundargarh
23 from Jagatsinghpur
22 from Baleswar
22 from Mayurbhanj
18 from Puri
10 from Bhadrak
7 from Nayagarh
6 from Kendrapara
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୭, ପୁରୀରୁ ୧୮, ଅନୁଗୋଳରୁ ୧, ବରଗଡ଼ରୁ ୨, ଯାଜପୁରରୁ ୩୦, ମୟୂରଭଞ୍ଜରୁ ୨୨, ରାୟଗଡ଼ାରୁ ୧, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କେନ୍ଦୁଝରରୁ ୨, ନୟାଗଡ଼ରୁ ୭, ଜଗତସିଂହପୁରରୁ ୨୩, ଝାରସୁଗୁଡାରୁ ୧, ନୂଆପଡାରୁ ୪, କୋରାପୁଟରୁ ୨, ବାଲେଶ୍ବରରୁ ୨୨, ଭଦ୍ରକରୁ ୧୦, ଦେବଗଡ଼ରୁ ୪, ମାଲକାନଗିରିରୁ ୫ ଓ ଷ୍ଟେଟ୍ ପୁଲ୍ରୁ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
-
The total recovered cases of Odisha now stand at 1008226
— H & FW Dept Odisha (@HFWOdisha) September 21, 2021 " class="align-text-top noRightClick twitterSection" data="
">The total recovered cases of Odisha now stand at 1008226
— H & FW Dept Odisha (@HFWOdisha) September 21, 2021The total recovered cases of Odisha now stand at 1008226
— H & FW Dept Odisha (@HFWOdisha) September 21, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ