ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୩୧୯ କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ ୧୩୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 72 ହଜାର 710ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୩୧୯ କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୩୧୯ କୋରୋନା ଆକ୍ରାନ୍ତ
author img

By

Published : Aug 10, 2021, 7:48 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ମଙ୍ଗଳବାର ରାଜ୍ୟରେ ୧୩୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 356 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୭୨ ହଜାର ୭୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 3 from Nabarangpur
    82 from State Pool

    The total recovered cases of Odisha now stand at 972710

    — H & FW Dept Odisha (@HFWOdisha) August 10, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୪୪, ପୁରୀରୁ ୭୯, ଅନୁଗୋଳରୁ ୬୪, ବଲାଙ୍ଗୀରରୁ ୩, ବରଗଡ଼ରୁ ୮, ନବରଙ୍ଗପୁରରୁ ୩, ସମ୍ବଲପୁରରୁ ୧୩, ଯାଜପୁରରୁ ୬୩, କଳାହାଣ୍ଡିରୁ ୮, ମୟୂରଭଞ୍ଜରୁ ୨୪, ରାୟଗଡ଼ାରୁ ୭, ଗଞ୍ଜାମରୁ ୯, କେନ୍ଦୁଝରରୁ ୧୩, ନୟାଗଡ଼ରୁ ୪୭, ସୋନପୁରରୁ ୨୩, ଝାରସୁଗୁଡାରୁ ୩, ଜଗତସିଂହପୁରରୁ ୫୭, କୋରାପୁଟରୁ ୬, ବାଲେଶ୍ବରରୁ ୭୨, ଭଦ୍ରକରୁ ୭୧, ଗଜପତିରୁ ୫, କେନ୍ଦ୍ରାପଡ଼ାରୁ ୬୬, କନ୍ଧମାଳରୁ ୧୩, ମାଲକାନଗିରିରୁ ୮, ଢ଼େଙ୍କାନାଳରୁ ୨୭, ଦେବଗଡରୁ ୯, ବୌଦ୍ଧରୁ ୮ ଓ ଷ୍ଟେଟ୍‌ ପୁଲ୍‌ରୁ ୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.