ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ 1035 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 391 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 87 ହଜାର 369 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
-
1 from Rayagada
— H & FW Dept Odisha (@HFWOdisha) August 24, 2021 " class="align-text-top noRightClick twitterSection" data="
82 from State Pool
The total recovered cases of Odisha now stand at 987369
">1 from Rayagada
— H & FW Dept Odisha (@HFWOdisha) August 24, 2021
82 from State Pool
The total recovered cases of Odisha now stand at 9873691 from Rayagada
— H & FW Dept Odisha (@HFWOdisha) August 24, 2021
82 from State Pool
The total recovered cases of Odisha now stand at 987369
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୩୦, ପୁରୀରୁ ୧୯, ଅନୁଗୋଳରୁ ୨୨, ବଲାଙ୍ଗୀରରୁ ୮, ବରଗଡ଼ରୁ ୧୧, ଦେବଗଡରୁ ୬, ସମ୍ବଲପୁରରୁ ୬, ଯାଜପୁରରୁ ୭୨, ମୟୂରଭଞ୍ଜରୁ ୨୬, ଗଞ୍ଜାମରୁ ୮, କେନ୍ଦୁଝରରୁ ୧୪, ନୟାଗଡ଼ରୁ ୧୮, କେନ୍ଦ୍ରାପଡାରୁ ୯,ଝାରସୁଗୁଡାରୁ ୫, ସୁନ୍ଦରଗଡରୁ ୧୭, ଜଗତସିଂହପୁରରୁ ୩୯, କୋରାପୁଟରୁ ୪, ବାଲେଶ୍ବରରୁ ୬୫, ଭଦ୍ରକରୁ ୩୦, ନୂଆପଡାରୁ ୧, କନ୍ଧମାଳରୁ ୯, ମାଲକାନଗିରିରୁ ୫, ଢ଼େଙ୍କାନାଳରୁ ୨୨,ରାୟଗଡାରୁ ୧, ବୌଦ୍ଧରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
-
Another 1035 Covid patients have recovered and are being discharged on 24.08.2021
— H & FW Dept Odisha (@HFWOdisha) August 24, 2021 " class="align-text-top noRightClick twitterSection" data="
391 from Khordha
130 from Cuttack
72 from Jajapur
65 from Baleswar
39 from Jagatsinghpur
30 from Bhadrak
26 from Mayurbhanj
22 from Anugul
22 from Dhenkanal
19 from Puri
18 from Nayagarh
">Another 1035 Covid patients have recovered and are being discharged on 24.08.2021
— H & FW Dept Odisha (@HFWOdisha) August 24, 2021
391 from Khordha
130 from Cuttack
72 from Jajapur
65 from Baleswar
39 from Jagatsinghpur
30 from Bhadrak
26 from Mayurbhanj
22 from Anugul
22 from Dhenkanal
19 from Puri
18 from NayagarhAnother 1035 Covid patients have recovered and are being discharged on 24.08.2021
— H & FW Dept Odisha (@HFWOdisha) August 24, 2021
391 from Khordha
130 from Cuttack
72 from Jajapur
65 from Baleswar
39 from Jagatsinghpur
30 from Bhadrak
26 from Mayurbhanj
22 from Anugul
22 from Dhenkanal
19 from Puri
18 from Nayagarh
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ