ETV Bharat / city

ତୃତୀୟ ଲହରରେ ସବୁବର୍ଗର ଲୋକ ସଂକ୍ରମିତ ହୋଇପାରନ୍ତି: ILS ନିର୍ଦ୍ଦେଶକ

author img

By

Published : Jun 14, 2021, 10:11 PM IST

ତୃତୀୟ ଲହରରେ ସବୁ ବର୍ଗର ଲୋକଙ୍କୁ ସଂକ୍ରମଣ କରିପାରେ । ଅନ୍ୟପଟେ ତୃତୀୟ ଲହର ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା । ଅଧିକ ପଢନ୍ତୁ...

ତୃତୀୟ ଲହରରେ ସବୁ ବର୍ଗର ଲୋକ ସଂକ୍ରମିତ ହୋଇପାରନ୍ତି

ଭୁବନେଶ୍ବର: ଭାଇରସର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି । ତୃତୀୟ ଲହରରେ ସବୁ ବର୍ଗର ଲୋକଙ୍କୁ ସଂକ୍ରମଣ କରିପାରେ । ଅନ୍ୟପଟେ ତୃତୀୟ ଲହର ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

କୋଭିଡ କଟକଣା, ଟୀକାକରଣ ଓ ଭାଇରସର ପରିବର୍ତ୍ତନ ସଂକ୍ରମଣ ଏହା ଥାର୍ଡ ୱେଭ ଉପରେ ନିର୍ଭର କରେ । ଭାଇରସ ମ୍ୟୁଟାଣ୍ଟର ପରିବର୍ତ୍ତନ ହେଉଛି ଆଗକୁ ମଧ୍ୟ ପରିବର୍ତ୍ତନ ହୋଇପାରେ ।

ତେଣୁ ବର୍ତ୍ତମାନ ଭାରତରେ 28ଟି ଲ୍ୟାବରେ ଜିନମ ସିକୁଏନ୍ସି କରାଯାଉଛି । ଆଗକୁ ଭାଇରସର ମ୍ୟୁଟାଣ୍ଟର କେମିତି ପରିବର୍ତ୍ତନ ହେବ ଓ ଏହାର ପରିବର୍ତ୍ତିତ ରୂପ କଣ ରହିବ ସେ ବିଷୟରେ ପରବର୍ତ୍ତୀ ସମୟରେ ଜଣାପଡିବ ବୋଲି କହିଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.