ଭୁବନେଶ୍ବର: ଆଇବି ଅଫିସ୍ ସିଲ୍ । 14 ଦିନ ପାଇଁ ସିଲ୍ କଲା ବିଏମସି । ଜଣେ ସଂକ୍ରମିତ ବ୍ୟକ୍ତିଙ୍କୁ ଜଣେ ଆଇବି ଅଫିସର ଭେଟିଥିବା ନେଇ ସଂକ୍ରମଣ ଦୃଷ୍ଟିରୁ ସମ୍ପୃକ୍ତ ଅଫିସ୍କୁ ସିଲ୍ କରିଛି ବିଏମସି ।
ଏହାସହ ଅଫିସକୁ ସାନିଟାଇଜ୍ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା ଓ ସଞ୍ଜୀବ ରାୟ, ଇଟିଭି ଭାରତ