ETV Bharat / city

ରାଜ୍ୟ ନିର୍ବାଚନ କମିଶନର ହେବେ ଆଦିତ୍ୟ ପାଢୀ - ଆଦିତ୍ୟ ପାଢୀ

ମୁଖ୍ୟ ଶାସନ ସଚିବ ପଦରୁ ରାଜ୍ୟ ନିର୍ବାଚନ କମିଶନ ହେବେ ବରିଷ୍ଠ ଆଇଏଏସ ଆଦିତ୍ୟ ପ୍ରସାଦ ପାଢୀ । ଆଜି ସେ ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଏହି ନୂଆ ଦାୟିତ୍ବ ତାଙ୍କୁ ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Aug 14, 2019, 4:05 PM IST

Updated : Aug 14, 2019, 5:48 PM IST

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ପରେ ବରିଷ୍ଠ ଆଇଏଏସ ଅଫିସର ଆଦିତ୍ୟ ପାଢୀଙ୍କୁ ନୂଆ ଦାୟିତ୍ବ । ରାଜ୍ୟ ନିର୍ବାଚନ କମିଶନର ଭାବେ ମିଳିଲା ନୂଆ ଦାୟିତ୍ବ । ତାଙ୍କ ନିଯୁକ୍ତିକୁ ଆଜି ରାଜ୍ୟପାଳ ଅନୁମୋଦନ କରିଛନ୍ତି ।

1983 ବ୍ୟାଚର ଏହି ବରିଷ୍ଠ ଆଇଏସ ଏକାଧିକ ଜିଲ୍ଲାର ଜିଲ୍ଲାପାଳ ରହିବା ସହ ପ୍ରଶାସନର ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଆଜି ତାଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ପଠାଇଥିଲେ ।

ଅନ୍ୟପଟେ ମୁଖ୍ୟ ଶାସନ ସଚିବ ପଦରୁ ଆଦିତ୍ୟ ପ୍ରସାଦ ଅବସର ନେବା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅସିତ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯିବା ନେଇ ପାୱାର କରିଡରରେ ଚର୍ଚ୍ଚା ଚାଲିଛି ।

ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 14, 2019, 5:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.