ETV Bharat / city

ଧଳା ଜହର କାରବାର: ଦମ୍ପତି ଗିରଫ, ନଗଦ ଟଙ୍କା ଜବତ

ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀର ହଳଦିପଡିଆ ବସ୍ତିରେ ଖୁଲମାଖୁଲା ଚଳାଇଥିଲେ ଧଳା ଜହର କାରବାର ।

author img

By

Published : Jul 10, 2019, 3:18 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ରାଜଧାନୀରୁ ଗିରଫ ହେଲେ ଧଳା ଜହର କାରବାର କରୁଥିବା ଦମ୍ପତି । ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀର ହଳଦିପଡିଆ ବସ୍ତିରେ ଖୁଲମାଖୁଲା ଚଳାଇଥିଲେ ଧଳା ଜହର କାରବାର । ସେମାନଙ୍କ ନିକଟରୁ ୧୦.୩୫ ଗ୍ରାମର ବ୍ରାଉନସୁଗାର ଓ ନଗଦ ୪ ହଜାର ୬୦୦ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀ ହେଲେ ସରିଫ୍ ଖାନ ଓ ତାଙ୍କ ପତ୍ନୀ ଆୟିସା ବିବି । ଏମାନେ ସାକ୍ଷୀଗୋପାଳ ଅଞ୍ଚଳର ହୋଇଥିବାବେଳେ ଦୀର୍ଘ 2ବର୍ଷ ହେଲା ହଳଦୀ ପଡିଆ ବସ୍ତିରେ ବେପାର କରିଆସୁଥିଲେ ।

ଏହି ଦମ୍ପତି ପୋଲିସକୁ ଦେଖି ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଲକ୍ଷ୍ମୀସାଗର ଥାନା ପୋଲିସ ଓ କ୍ୟୁଏଟିର ମିଳିତ ଉଦ୍ୟମରେ ଦମ୍ପତିଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନାମରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ବ୍ରାଉନ ସୁହାର ବେପାରୀ ସ୍ବାମୀ ସ୍ତ୍ରୀ ଗିରଫ।

ରାଜଧାନୀ ରେ ଧଳା ଜହର ବଢ଼ିବାରେ ଲାଗିଛି। ରାଜଧାନୀର ବ୍ରାଉନ ଶୂଗାର ମୁଖ୍ୟ ପେଣ୍ଠସ୍ଥଳୀ ଭାବରେ ଜଣାଶୁଣା ରାଜଧାନୀର ହଲଦିପଡିଆ ବସ୍ତି । ପ୍ରକ୍ୟକ ଦିନ ଖୁଲମ୍ ଖୁଲା ଭାବରେ ବ୍ରାଉନ ସିଗାର ବିକ୍ରୀ କରୁଛନ୍ତି ବେପାରୀ।
Body:ସୂଚନା ଅନୁଯାୟୀ, ସ୍ବାମୀ ସରିଫ୍ ଖାନ ତାଙ୍କ ସ୍ତ୍ରୀ ଆୟିସା ବିବୀ ଦୁଇ ଜଣ ଦୀର୍ଘ ଦିନ ଧରି ହଳଦୀ ପଡିଆ ବସ୍ଥିରେ ବ୍ରାଉନ ସୁଗାର ବେପାର କରିଆସୁଥିଲେ।ଏମାନଙ୍କ ଘର ସାକ୍ଷୀଗୋପାଳ ଅଞ୍ଚଳରେ । ଏମାନେ ଦୀର୍ଘ ଦିନ ଧରି ଭୁବନେଶ୍ଵରର ହଲଦିପଡିଆ ବାସ୍ଥିରେ ରହି ବ୍ରାଉନ ସୁଗାର ବେପରକରୁଥିଲେ। ପୋଲିସ କୁ ଚଖମା ଦେଇ ବ୍ରାଉନ ସୁଗାରା ବେପାର କରୁଥିବା ବେଳେ ପୋଲିସ କୁ ଦେଖି ଖସିଯାଉଥିଲେ। ହେଲେ ଲକ୍ଷ୍ମିସାଗାର ଥାନା ପୋଲିସ ଓ କ୍ୟୁଏଟି ର ମିଳିତ ଉଦ୍ୟମରେ ଦୁଇ ଜଣ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି।
ଏମାନଙ୍କ ନାମରେ ଲକ୍ଷ୍ମୀ ସାଗାର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏମାନଙ୍କ ଠାରୁ ୧୦.୩୫ ଗ୍ରାମ ର ବ୍ରାଉନ ସିଗାର୍ ଓ ନଗଦ ୪ ହଜାର ୬୦୦ ଟଙ୍କା ଜବତ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.