ETV Bharat / city

ଓଡିିଶାରୁ ଭୋପାଳ ଚାଲାଣ ଗଞ୍ଜେଇ ଗାଡି ଜବତ କଲା ଏସଟିଏଫ୍ ଟିମ୍

ଓଡିଶାରୁ ଭୋପାଳ ଭାୟା ପଶ୍ଚିମବଙ୍ଗ ଦେଇ ମଧ୍ଯପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ । ମିଡିଲମ୍ଯାନ ଜରିଆରେ ଗଞ୍ଜେଇ ଚାଲାଣ ବେଳେ ଏସଟିଏଫ ଟିମ ଦ୍ବାରା ଧରାପଡିଲା ପିକଅପ ଭ୍ଯାନ । ଅଧିକ ପଢନ୍ତୁ...

ଓଡିିଶାରୁ ଭେପାଳ ଚାଲାଣ ଗଞ୍ଜେଇ ଗାଡିକୁ ଜବତ କଲା ଏସଟିଏଫ୍ ଟିମ୍

author img

By

Published : Sep 13, 2020, 7:24 PM IST

Updated : Sep 13, 2020, 10:46 PM IST

ଭୁବନେଶ୍ବର: ଓଡିଶାରୁ ଭୋପାଳ ଭାୟା ପଶ୍ଚିମବଙ୍ଗ ଦେଇ ମଧ୍ଯପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ । ମିଡିଲମ୍ଯାନ ଜରିଆରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ପିକଅପ ଭ୍ଯାନ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଠାରେ ଏମିତି ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନକୁ ଜବତ କରିଛି ଏସଟିଏଫ ଟିମ । ଏହା ସହ ଗଞ୍ଜେଇ ନେଉଥିବା ମଧ୍ଯପ୍ରଦେଶର ମିଡିଲମ୍ଯାନ ସହ ଗାଡିର ଡ୍ରାଇଭର ହେଲପର ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି ।

ଓଡିିଶାରୁ ଭେପାଳ ଚାଲାଣ ଗଞ୍ଜେଇ ଗାଡିକୁ ଜବତ କଲା ଏସଟିଏଫ୍ ଟିମ୍
ଓଡିିଶାରୁ ଭେପାଳ ଚାଲାଣ ଗଞ୍ଜେଇ ଗାଡିକୁ ଜବତ କଲା ଏସଟିଏଫ୍ ଟିମ୍

ତେବେ ସବୁଠୁ ବଡ କଥା ହେଲା ସେମାନଙ୍କ ଠାରୁ ୯ ଲକ୍ଷ ୭୭ ହଜାର ୨୦୦ ନଗଦ ଟଙ୍କା ଜବତ କରାଯାଇଛି । ଏହାସହ ୪୭୯ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ଯ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ।

ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନ ସହ ମିଡିଲମ୍ଯାନ ବ୍ଯବହାର କରୁଥିବା ହୋଣ୍ଡା ସିଟି WB027802 ଗାଡିକୁ ମଧ୍ଯ ସିଜ କରାଯାଇଛି । ତେବେ ଗିରଫ ଅଭିଯୁକ୍ତମାନେ ହୋଲେ ସୁବଳୟାର ନାରାୟଣ ପାତ୍ର ଓରଫ ମୁନୁ, ରାଇରଖୋଲର ସଞ୍ଜୟ ମେଶ୍ବା, ହିଲୁଙ୍ଗର ସୌରଭ ବାରିକ ଓ ମଧ୍ଯପ୍ରଦେଶର ମିଡିଲମ୍ଯାନ ସୁଶିଲ ମିଶ୍ରାକୁ ଏନଡିପିଏସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 13, 2020, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.