ଭୁବନେଶ୍ବର: ରାଜଧାନୀରେ STFର ବଡଧରଣର ଅପରେସନ । ୨କୋଟି ଟଙ୍କାର ବ୍ରାଉନ ସୁଗାର ଡିଲ ବେଳେ ମାଡି ବସିଲା ଏସଟିଏଫ । ୨କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ରଣସିଂହପୁରର ଭାଗିରଥି ଭଟ ଓରଫ ବାଘା, ବାଲିପାଟଣାର ବିଶ୍ବଜିତ ନାୟକ ଓ ଡୁମୁଡୁମାର ଚନ୍ଦନ ମଲ୍ଲିକ । ଏମ୍ସ ରୋଡରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ଏସଟିଏଫ ଚଢାଉ କରିଥିଲା । ୨୦୨୦ରୁ ଏଯାବତ ବିଭିନ୍ନ ସ୍ଥାନରେ ଚଢାଉ କରି ୫୪ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ୨୦୨ଗ୍ରାମର କୋକେନ, ୧୦୩କ୍ବିଣ୍ଟାଲ ଗଞ୍ଜେଇ, ୭୫୦ଗ୍ରାମ ଅଫିମ ଜବତ କରିବା ସହ ୧୫୦ଜଣ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ ।
STF ହାତରେ 2କୋଟି ଟଙ୍କାର ବ୍ରାଉନସୁଗାର, ଧରାପଡିଲେ 3ଜଣ - ଭୁବନେଶ୍ବରରେ ଏସଟିଏଫର ବଡ ଧରଣର ଅପରେସନ
୨କୋଟି ଟଙ୍କାର ବ୍ରାଉନସୁଗାର ଡିଲ ବେଳେ ମାଡି ବସିଲା ଏସଟିଏଫ । ୨କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ । ଅଧିକ ପଢନ୍ତୁ
![STF ହାତରେ 2କୋଟି ଟଙ୍କାର ବ୍ରାଉନସୁଗାର, ଧରାପଡିଲେ 3ଜଣ STFର ବଡଧରଣର ଅପରେସନ, ୨କୋଟିର ବ୍ରାଉନସୁଗର ଜବତ ୩ ଗିରଫ](https://etvbharatimages.akamaized.net/etvbharat/prod-images/768-512-15484812-thumbnail-3x2-p.jpg?imwidth=3840)